ଆଲୋଚନା:କ୍ୟାପିଟାଲ ହାଇସ୍କୁଲ

Page contents not supported in other languages.
ଉଇକିପିଡ଼ିଆ‌ରୁ

କ୍ୟାପିଟାଲ ହାଇ ସ୍କୁଲ ଆଧାର ରେ ଦିଆ ଯାଇଥିବା ଲିଙ୍କ୍ ଟି କେମିତି ରିଲାଏବୁଲ ହେଇପାରିଛି ? ସେଥିରେ କ୍ୟାପିଟାଲ ହାଇ ସ୍କୁଲ ବିଷୟ ରେ କିଛି ନାହି | ରାଜ୍ୟ ରେ ପ୍ରଥମ ଦଶ ଜଣ ର ଆଧାର କେମିତି ଦିଆଯିବ ! !? !!କ୍ୟାପିଟାଲ ହାଇ ସ୍କୁଲ ର ୱେବସାଇଟ କୁ ଆଧାର ହିସାବ ରେ ନେଇ ହେବ କି ? ଏହା ଏକ ସରକରୀ ବିଦ୍ୟାଳୟ Hellohappy (ମୋ ଆଲୋଚନା) ୧୧:୨୯, ୭ ମେ ୨୦୧୨ (UTC)

ଆଦରର ବନ୍ଧୁ, http://books.google.co.in ରେ Capital High School Bhubaneswar ଖୋଜି ମୁଁ ଗୋଟେ ଲିଙ୍କ ପାଇଥିଲି ଯାହା ନିର୍ଭରଯୋଗ୍ୟ, ତେଣୁ ସେଥିରେ ଦେଇଦେଲି, କିନ୍ତୁ http://www.capitalhighschoolbhubaneswar.com ଟି ଖୋଲୁନାହିଁ, ତାହା ସ୍କୁଲର ସରକାରୀ ସାଇଟ କି? ଯଦି ହଁ, ତାହେଲେ ଦେବାରେ କିଛି ଅସୁବିଧା ନାହିଁ, http://books.google.co.in ରେ କିଛି ବାହାର ଆଧାର ଆପଣ ଖୋଜିପାରିବେ ଓ ସେ ସବୁ ନିର୍ଭରଯୋଗ୍ୟ, ପ୍ରକାଶିତ ବହି, ଜଣାଶୁଣା ସାଇଟ ଆଦି ନିର୍ଭରଯୋଗ୍ୟ ।ବ୍ଲଗ, ଫେସବୁକ ଓ ଟେଲିଫୋନ ଡାଇରେକ୍ଟୋରି ଆଦି ଆଧାରରେ ଦିଆଯାଇପାରିବନାହିଁ ।--ସୁଭାସିସପାଣିଗାହିମୋତେ କହିବେ କିଛି? ୧୨:୩୩, ୭ ମେ ୨୦୧୨ (UTC)
ବନ୍ଧୁ ସୁଭାସିସ,ଧନ୍ୟବାଦ ତୁମ ଉତ୍ତର ପାଇଁ | କଥା ହେଲା, ଯଦି ସେ ଲିଂକ୍ ଯଦି କୌଣସି କାମ ର ନୁହ, ସ୍କୁଲ ପୃସ୍ଥା ରେ ରଖିବା ଟା ଅନାବସ୍ୟକ ଲାଗୁଛି | ସ୍କୁଲ ଟି ଏକ ପୁରାତନ ସରକରୀ ସ୍କୁଲ ଅଟେ, ଏବଂ http://www.capitalhighschoolbhubaneswar.com ସାଇଟ ଟି ସ୍କୁଲ ର ନିଜ ସାଇଟ | ତେଣୁ ଏହି ସାଇଟ କୁ ଆଧାର ରେ ଦିଆ ଯିବା ରେ କୌଣସି ଅସୁବିଧା ନାହି | Hellohappy (ମୋ ଆଲୋଚନା) ୦୬:୩୯, ୮ ମେ ୨୦୧୨ (UTC)
  • ଲିଙ୍କର ଆବଶ୍ୟକତା ରହିଛି, ନିଜ ସାଇଟକୁ ଆଧାର ଭାବେ ଦେବା ଉଚିତ ହେବନି, ଲେଖାଟି ବିଜ୍ଞାପନ ଭଳି ଲାଗିବ । ଯେହେତୁ ଲେଖାଟି ସ୍କୁଲ ଉପରେ, ଆଧାର ମିଳିବା କଷ୍ଟ ତେଣୁ ଗୋଟେ, ଦୁଇଟା ଜାଗାରେ ଦେଲେ ଚଳିବ । କିନ୍ତୁ ଅନ୍ୟ ଲେଖାରେ କେବେବି ଦେବେନି । -- ଅηsuмaη Talk ୧୫:୦୯, ୮ ମେ ୨୦୧୨ (UTC)