ଆଲୋଚନା:କଟକ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଜଗଦିସ ଉତରକବାଟଁକୁ ଅନେକ ଭଲାବାଦ ଏଇ ଫରଦଟି ପାଇଁ । Subhashish Panigrahi (ସୁଭ ପା) ୦୫:୦୦, ୨୬ February ୨୦୧୧ (UTC)Psubhashish

ଏକ ପ୍ରକାରର ଇତିହାସ ଓ ଭୂଗୋଳ[ସମ୍ପାଦନା]

କଟକ ଜିଲ୍ଲାକଟକ ସହର ପାଇଁ ଏକ ପ୍ରକାରର ଇତିହାସ ଓ ଭୂଗୋଳ ଦେବା କଣ ସମୀଚୀନ ? ଅବଶ୍ୟ ଜନସଂଖ୍ୟା ଓ ଅକ୍ଷାଂଶ-ଦ୍ରାଘିମା ଅଲଗା ଦିଆହୋଇଛି । ତଥାପି ପ୍ରାୟ ସମାନ । ଜିଲ୍ଲା ଓ ସହରର ଇତିହାସ ଅନେକ ଅଲଗା । ଏହାକୁ ଠିକ କରାଯିବା ଉଚିତ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୧୧, ୧୭ ଡିସେମ୍ବର ୨୦୧୨ (UTC)

ପଥର ବନ୍ଧ[ସମ୍ପାଦନା]

ଏଠାରେ ଲେଖା ଅଛି ଯେ ପଥର ବନ୍ଧ ନିର୍ମାଣ ହେଲା ୧୦୦୨ ରେ । କିନ୍ତୁ ଆଜି ସମ୍ବାଦରେ ଆସିଛିଜେ ଏହା ୧୦୦୬ ବୋଲି । କେହି ଠିକ ଆଧାର ଦେଇପାରିବେକି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୧୬, ୧୭ ଡିସେମ୍ବର ୨୦୧୨ (UTC)

 ୧୦୦୬ ନିମନ୍ତେ ଆଧାର ଦିଆଗଲା--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୧୮, ୧୮ ଡିସେମ୍ବର ୨୦୧୨ (UTC)

ଧନ୍ୟବାଦ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୨୩, ୧୮ ଡିସେମ୍ବର ୨୦୧୨ (UTC)

କଟକ ସହରର ସ୍ଥାପନ[ସମ୍ପାଦନା]

କଟକ ସହର 989 ରେ ଆରମ୍ଭ ହେବା କଥା ଖବର କାଗଜ (ସମ୍ବାଦ), Odisha Reference Yearbook 2012 (BK), cuttack website ରେ ଲେଖାଯାଇଅଛି । କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷକୋଷରେ ଏହା ୯୧୪ ଖ୍ରୀଷ୍ଟାବ୍ଦ ଲେଖାଯାଇଛି । ଅବଶ୍ୟ ଭାଷାକୋଷଟି ବହୁତ ପୁରୁଣା, ସବୁ କ୍ଷେତ୍ରରେ ଭରସା କରାଯାଇପାରିବନି । ଯଦି କାହା ପାଖରେ କିଛି ଠୋସ ପ୍ରମାଣ ଅଛି, ତେବେ କଟକ ଜିଲ୍ଲା, କଟକନୃପ କେଶରୀ ପୃଷ୍ଠାରୁ ଏହାକୁ ବଦଳାଇଦିଅନ୍ତୁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୬:୦୧, ୧୮ ଡିସେମ୍ବର ୨୦୧୨ (UTC)

 ଆଧାର ଯୋଡ଼ାଗଲା--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୪୭, ୧୮ ଡିସେମ୍ବର ୨୦୧୨ (UTC)

ଧନ୍ୟବାଦ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୬:୩୬, ୧୮ ଡିସେମ୍ବର ୨୦୧୨ (UTC)

ବାଇମୁଣ୍ଡି କୁଶଳୀ ବିନ୍ଧାଣି[ସମ୍ପାଦନା]

ବାଇମୁଣ୍ଡି କୁଶଳୀ ବିନ୍ଧାଣି ଥିବା ଜଣା ନାହିଁ । ଏହି ବିଷୟରେ ଲେଖାଅଛି:- 'ଆଉ ଲୋକଙ୍କୁ ବନ୍ୟା ଦାଉରୁ ବଞ୍ଚାଇବା ପାଇଁ ଏହି ପଥରବନ୍ଧ ତିଆରି ପଛରେ ଥିଲେ ସେକାଳର କୁଶଳୀ ବିନ୍ଧାଣି ବାଇଧର ମୁଣ୍ଡି (ଲୋକତୁଣ୍ଡରେ ବାଇମୁଣ୍ଡି ନାମରେ ଜଣାଶୁଣା) ।' ସମସ୍ତେ ଜାଣନ୍ତି, ସେ ଜଣେ ସାଧାରଣ ବୃଦ୍ଧ ଲୋକ ଥିଲେ । କୌଣସି କୁଶଳୀ ବିନ୍ଧାଣି ଥିବା ଆଧାର ଅଛି କି ? ମୁଁ କେବେ ଶୁଣିନାହିଁ କି ପଢ଼ିନାହିଁ ।--Subas Chandra Rout (ମୋ ଆଲୋଚନା) ୧୭:୦୬, ୨୭ ଜୁନ ୨୦୧୬ (IST)[reply]