Jump to content

ଆଲକ୍ଲୋମେଟାସୋନ

ଉଇକିପିଡ଼ିଆ‌ରୁ
ଆଲକ୍ଲୋମେଟାସୋନ
Clinical data
Trade namesAclovate
SynonymsAlclometasone dipropionate[]
AHFS/Drugs.commonograph
MedlinePlusa604021
Pregnancy
category
  • US: C (Risk not ruled out)
    Routes of
    administration
    Topical
    Legal status
    Legal status
    Pharmacokinetic data
    Bioavailability3% systemically (topical)
    MetabolismHepatic
    Onset of actionEczema: 5.3 - 13.9 days; Psoriasis: 6.7 - 14.8 days []
    Identifiers
    • (7R,8S,9S,10R,11S,13S,14S,16R,17R)-7-Chloro-11,17-dihydroxy-17-(2-hydroxyacetyl)-10,13,16-trimethyl-7,8,9,11,12,14,15,16-octahydro-6H-cyclopenta[a]phenanthren-3-one
    Chemical and physical data
    FormulaC22H29ClO5
    Molar mass୪୦୮.୯୨ g·mol−1
    3D model (JSmol)
    • C[C@@H]1C[C@H]2[C@@H]3[C@@H](CC4=CC(=O)C=C[C@@]4([C@H]3[C@H](C[C@@]2([C@]1(C(=O)CO)O)C)O)C)Cl
    • InChI=1S/C22H29ClO5/c1-11-6-14-18-15(23)8-12-7-13(25)4-5-20(12,2)19(18)16(26)9-21(14,3)22(11,28)17(27)10-24/h4-5,7,11,14-16,18-19,24,26,28H,6,8-10H2,1-3H3/t11-,14+,15-,16+,18-,19+,20+,21+,22+/m1/s1 checkY
    • Key:FJXOGVLKCZQRDN-PHCHRAKRSA-N checkY
      (verify)

    ଆଲକ୍ଲୋମେଟାସୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆକ୍ଲୋଭେଟ୍, ହେଉଛି ଏକ କର୍ଟିକୋଷ୍ଟିରଏଡ୍ ଯାହା କିଛି ଚର୍ମ ରୋଗ ପାଇଁ ବ୍ୟବହୃତ ହୁଏ । [] ଏଥିରେ ଆଟୋପିକ୍ ଡର୍ମାଟାଇଟିସ୍, ସୋରିଆସିସ୍ ଏବଂ ଆଲର୍ଜିକ କଣ୍ଟାକ୍ଟ ଚର୍ମ ପ୍ରଦାହ ହୋଇପାରେ । [] ଏହା ଚର୍ମରେ ପ୍ରୟୋଗ କରାଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲ ରଙ୍ଗ, ପୋଡ଼ାଜଳା, ବ୍ରଣ, ଚର୍ମ ପତଳା, ଏବଂ ଚମରେ ଗାଅର ପଡ଼ିବା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ସଂକ୍ରମଣ ହୋଇପାରେ। [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହାର ମଧ୍ୟମ ଶକ୍ତି ଥାଏ । []

    ୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଲକ୍ଲୋମେଟାସୋନ‌କୁ ଅନୁମୋଦନ କରାଯାଇଥିଲା। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୧୫ ଗ୍ରାମର ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ। [] ଯୁକ୍ତରାଜ୍ୟରେ ୫୦ ଗ୍ରାମର ମୂଲ୍ୟ ପ୍ରାୟ £୧୩ । []

    1. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1286. ISBN 978-0857114105.
    2. "Alclometasone - Professional Patient Advice". Drugs.com. Archived from the original on 28 August 2019. Retrieved 29 December 2017.
    3. 1 2 3 4 5 6 7 "Alclometasone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 13 January 2022.
    4. 1 2 "Alclometasone Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 13 January 2022.