ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ

ଉଇକିପିଡ଼ିଆ‌ରୁ
ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ  
ଲେଖକମନୋଜ ଦାସ[୧]
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଗ୍ରନ୍ଥ ମନ୍ଦିର, କଟକ[୨]
ପ୍ରକାଶ ତାରିଖ୧୯୭୫
ପୃଷ୍ଠା୮୨

ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ ମନୋଜ ଦାସଙ୍କ ରଚିତ[୨] ଏକ ଗଳ୍ପ ସଂକଳନ ଅଟେ ।[୩] ଗ୍ରନ୍ଥ ମନ୍ଦିର ଏହାର ପ୍ରକାଶକ[୪] ଓ ଏହାର ପ୍ରଥମ ପ୍ରକାଶନ ୧୯୭୫ରେ ହୋଇଥିଲା ।[୫]

ସଂକଳିତ ଗଳ୍ପ[ସମ୍ପାଦନା]

ଏଥିରେ ସଂକଳିତ ଗଳ୍ପ ଗୁଡ଼ିକ ହେଲା:

  1. ବୃକ୍ଷ
  2. ବିଶ୍ରାମ
  3. ରାଜକନ୍ୟା
  4. ଆବୁପୁରୁଷ
  5. ଡାଭିଡ଼୍ କାକ୍‌ସଟନ୍ ଓ ଗ୍ରୀନ୍‌ୱେ ପାର୍କର ଏକ ସନ୍ଧ୍ୟା

ଆଧାର[ସମ୍ପାଦନା]

  1. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 873–. ISBN 978-81-260-1803-1.
  2. ୨.୦ ୨.୧ P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
  3. Accessions List, India. Library of Congress Office. 1977.
  4. "National Library Online Catalog". opac.nationallibrary.gov.in. National Library. Retrieved 25 February 2019.
  5. http://sahitya-akademi.gov.in/sahitya-akademi/library/meettheauthor/manoj_das.pdf

ବାହାର ଆଧାର[ସମ୍ପାଦନା]

  • ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. ୨୦୧୦.

ବାହାର ଲିଙ୍କ[ସମ୍ପାଦନା]