ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ
ଦେଖଣା
ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ | |
---|---|
ଲେଖକ | ମନୋଜ ଦାସ[୧] |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ଗ୍ରନ୍ଥ ମନ୍ଦିର, କଟକ[୨] |
ପ୍ରକାଶ ତାରିଖ | ୧୯୭୫ |
ପୃଷ୍ଠା | ୮୨ |
ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ ମନୋଜ ଦାସଙ୍କ ରଚିତ[୨] ଏକ ଗଳ୍ପ ସଂକଳନ ଅଟେ ।[୩] ଗ୍ରନ୍ଥ ମନ୍ଦିର ଏହାର ପ୍ରକାଶକ[୪] ଓ ଏହାର ପ୍ରଥମ ପ୍ରକାଶନ ୧୯୭୫ରେ ହୋଇଥିଲା ।[୫]
ସଂକଳିତ ଗଳ୍ପ
[ସମ୍ପାଦନା]ଏଥିରେ ସଂକଳିତ ଗଳ୍ପ ଗୁଡ଼ିକ ହେଲା:
- ବୃକ୍ଷ
- ବିଶ୍ରାମ
- ରାଜକନ୍ୟା
- ଆବୁପୁରୁଷ
- ଡାଭିଡ଼୍ କାକ୍ସଟନ୍ ଓ ଗ୍ରୀନ୍ୱେ ପାର୍କର ଏକ ସନ୍ଧ୍ୟା
ଆଧାର
[ସମ୍ପାଦନା]- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 873–. ISBN 978-81-260-1803-1.
- ↑ ୨.୦ ୨.୧ P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
- ↑ Accessions List, India. Library of Congress Office. 1977.
- ↑ "National Library Online Catalog". opac.nationallibrary.gov.in. National Library. Retrieved 25 February 2019.
- ↑ http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
ବାହାର ଆଧାର
[ସମ୍ପାଦନା]- ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. ୨୦୧୦.