Jump to content

ଆପାଲୁଟାମାଇଡ

ଉଇକିପିଡ଼ିଆ‌ରୁ
ଆପାଲୁଟାମାଇଡ
Clinical data
Trade namesErleada, others
SynonymsARN-509; JNJ-56021927; JNJ-927; A52
AHFS/Drugs.commonograph
MedlinePlusa618018
data
Pregnancy
category
    Routes of
    administration
    By mouth[]
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only []
    • EU: Rx-only []
    • ℞ (Prescription only)
    Pharmacokinetic data
    Bioavailability100%[]
    Protein bindingApalutamide: 96%[]
    NDMA: 95%[]
    MetabolismLiver (CYP2C8, CYP3A4)[]
    MetabolitesNDMA[]
    Elimination half-lifeApalutamide: 3–4 days (at steady-state)[][]
    ExcretionUrine: 65%[]
    Feces: 24%[]
    Identifiers
    • 4-[7-[6-cyano-5-(trifluoromethyl)pyridin-3-yl]-8-oxo-6-sulfanylidene-5,7-diazaspiro[3.4]octan-5-yl]-2-fluoro-N-methylbenzamide
    ECHA InfoCard100.235.115 Edit this at Wikidata
    Chemical and physical data
    FormulaC21H15F4N5O2S
    Molar mass୪୭୭.୪୪ g·mol−1
    3D model (JSmol)
    • CNC(=O)C1=C(C=C(C=C1)N2C(=S)N(C(=O)C23CCC3)C4=CN=C(C(=C4)C(F)(F)F)C#N)F
    • InChI=1S/C21H15F4N5O2S/c1-27-17(31)13-4-3-11(8-15(13)22)30-19(33)29(18(32)20(30)5-2-6-20)12-7-14(21(23,24)25)16(9-26)28-10-12/h3-4,7-8,10H,2,5-6H2,1H3,(H,27,31)
    • Key:HJBWBFZLDZWPHF-UHFFFAOYSA-N

    ଆପାଲୁଟାମାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଏର୍ଲେଡା ହେଉଛି ପ୍ରୋଷ୍ଟେଟ୍ କର୍କଟ୍ଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] ନିର୍ଦ୍ଦିଷ୍ଟ ଭାବରେ ଏହା ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ସମ୍ବେଦନଶୀଳ ପ୍ରୋଷ୍ଟେଟ୍ କର୍କଟ ଏବଂ ଅଣ-ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧକ ପ୍ରୋଷ୍ଟେଟ୍ କର୍କଟ (NM-CRPC)ରେ ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଗଣ୍ଠି ଯନ୍ତ୍ରଣା, ରାସ, ଦୁର୍ଗଟଣା ପତନ, ଉଚ୍ଚ ରକ୍ତଚାପ, ଗରମ ଫ୍ଲାସ୍ (hot flashes), ତରଳ ଝାଡ଼ା ଏବଂ ହାଡ ଭଙ୍ଗା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟ୍ରୋକ ଏବଂ ବାତ ହୋଇପାରେ । [] ଗର୍ଭବତୀ ମହିଳାଙ୍କର ସ୍ୱାମୀମାନଙ୍କର ଓଷଧ ବ୍ୟବହାର ଯୋଗୁ ଶିଶୁର କ୍ଷତି ହୋଇପାରେ । [] ଏହା ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟିଆଣ୍ଡ୍ରୋଜେନ୍ (NSAA) ଏବଂ ଟେଷ୍ଟୋଷ୍ଟେରନ୍ ସହିତ ଆଣ୍ଡ୍ରୋଜେନମାନଙ୍କୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ । [] [] ଯେହେତୁ ପ୍ରୋଷ୍ଟେଟ କର୍କଟ ଆଣ୍ଡ୍ରୋଜେନ ଆବଶ୍ୟକ କରେ, ସେମାନଙ୍କୁ ଅବରୋଧ କରିବା ଏହାର ଅଭିବୃଦ୍ଧିକୁ ମନ୍ଥର କରିଥାଏ । []

    ୨୦୦୭ ମସିହାରେ ଆପାଲୁଟାମାଇଡ୍ ବର୍ଣ୍ଣନା କରାଯାଇଥିଲା । [] ଏହା ୨୦୧୮ରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [] [] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଔଷଧର ମୂଲ୍ୟ ପ୍ରାୟ ୨୭୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୨,୫୦୦ । []

    1. 1 2 "Apalutamide (Erleada) Use During Pregnancy". Drugs.com. 20 July 2020. Archived from the original on 29 November 2020. Retrieved 28 September 2020.
    2. 1 2 3 4 5 6 7 8 9 10 11 12 13 14 15 16 17 "Erleada- apalutamide tablet, film coated". DailyMed. 27 October 2020. Archived from the original on 9 November 2020. Retrieved 8 November 2020.
    3. 1 2 3 4 "Erleada". Archived from the original on 28 December 2020. Retrieved 14 January 2022.
    4. Rathkopf DE, Morris MJ, Fox JJ, Danila DC, Slovin SF, Hager JH, et al. (October 2013). "Phase I study of ARN-509, a novel antiandrogen, in the treatment of castration-resistant prostate cancer". Journal of Clinical Oncology. 31 (28): 3525–30. doi:10.1200/JCO.2013.50.1684. PMC 3782148. PMID 24002508.
    5. "Apalutamide Monograph for Professionals". Drugs.com (in ଇଂରାଜୀ). Retrieved 14 January 2022.
    6. "Espacenet - Original document". Archived from the original on 4 November 2021. Retrieved 25 August 2021.
    7. BNF 81: March-September 2021. BMJ Group and the Pharmaceutical Press. 2021. p. 990. ISBN 978-0857114105.
    8. "Erleada Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 January 2021. Retrieved 14 January 2022.