Jump to content

ଆଟୋଭାକୋନ

ଉଇକିପିଡ଼ିଆ‌ରୁ
ଆଟୋଭାକୋନ
Clinical data
Trade namesMepron
AHFS/Drugs.commonograph
MedlinePlusa693003
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Elimination half-life2.2–3.2 days
    Identifiers
    • trans-2-[4-(4-Chlorophenyl)cyclohexyl]-3-hydroxy-1,4-naphthalenedione
    ECHA InfoCard100.158.738 Edit this at Wikidata
    Chemical and physical data
    FormulaC22H19ClO3
    Molar mass୩୬୬.୮୪ g·mol−1
    3D model (JSmol)
    Melting point216 to 219 °C (421 to 426 °F)
    • OC=2C(=O)c1ccccc1C(=O)C=2[C@@H]3CC[C@H](CC3)c4ccc(Cl)cc4
    • InChI=1S/C22H19ClO3/c23-16-11-9-14(10-12-16)13-5-7-15(8-6-13)19-20(24)17-3-1-2-4-18(17)21(25)22(19)26/h1-4,9-13,15,26H,5-8H2/t13-,15- checkY
    • Key:KUCQYCKVKVOKAY-CTYIDZIISA-N checkY
      (verify)

    ଆଟୋଭାକୋନ, ନିମୋସାଇଟିସ୍ ଏକ ଔଷଧ ଯାହା ନିମିସାଇଟିସ ଜିରୋଭେସି ନିମୋନିଆ (ପିସିପି/PCP), ଟକ୍ସୋପ୍ଲାଜୋମୋସିସ ଏବଂ ବାବେସିଓସିସ୍ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । [] [] ପିସିପି ପାଇଁ ଏହା ବ୍ୟବହୃତ ହୁଏ ଯେଉଁମାନେ ଟ୍ରାଇମେଥୋପ୍ରିମ୍ / ସଲଫାମେଥୋକ୍ସାଜୋଲ ନେଇପାରିବେ ନାହିଁ । [] ଏହା ପାଟିଏ ଦିଆଯାଏ ।| []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଜ୍ୱର, ଉଦ୍‌ବେଗ, ଶୋଇବାରେ ଅସୁବିଧା, ସ୍ପଷ୍ଟ ସ୍ୱପ୍ନ, ବାନ୍ତି, ତରଳ ଝାଡ଼ା, ଚର୍ମ ଦାଗ ଏବଂ ଗଲୁ ଅନ୍ତର୍ଭୁକ୍ତ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆଞ୍ଜିଓଡେମା ଅନ୍ତର୍ଭୁକ୍ତ ହୋଇପାରେ | [] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ କ୍ୱିନୋନ୍, ବିଶେଷ ଭାବରେ ଏକ ନାଫଟୋକ୍ୱିନୋନ । [] []

    ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଟୋଭାକୋନ ଅନୁମୋଦିତ ହୋଇଥିଲା। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଜ୍ୟରେ ୫୦ ମିଗ୍ରା ୭୫୦ ମିଗ୍ରାର ୫୦ ମାତ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪୭୦ ପାଉଣ୍ଡ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୨୦ ଡଲାର ଅଟେ। []

    1. "Wellvone 750mg/5ml oral suspension - Summary of Product Characteristics (SmPC)". (emc). 28 November 2019. Archived from the original on 24 October 2020. Retrieved 18 September 2020.
    2. 1 2 3 4 5 "Atovaquone Oral SUSPENSION- atovaquone suspension". DailyMed. 10 December 2019. Archived from the original on 7 August 2020. Retrieved 18 September 2020.
    3. "Atovaquone Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2021. Retrieved 16 January 2022.
    4. 1 2 3 "Atovaquone". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 16 January 2022.
    5. "Atovaquone (Mepron) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 16 January 2022.
    6. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 641. ISBN 978-0857114105.
    7. "Atovaquone Prices and Atovaquone Coupons - GoodRx". GoodRx. Retrieved 16 January 2022.