ଆଜମ୍ଗଡ଼
ଦେଖଣା
Azamgarh
आज़मगढ़ اعظم گڑھ Azam Garh | |
---|---|
City | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Azamgarh |
Named for | Azam |
Government | |
• Chairman | Hari Agarwal BJP |
• MP | Mulayam Singh Yadav (SP) |
Area | |
• ସମୁଦାୟ | 1,218.6 km2 (470.5 sq mi) |
Elevation | 64 m (210 ft) |
Population | |
• Total | ୧,୧୦,୯୮୩ |
• Density | 1,138/km2 (2,950/sq mi) |
ଭାଷା | |
• ସରକାରୀ | Hindi, Urdu, English, Avadhi, Bhojpuri |
Time zone | UTC7 (IST) |
PIN | |
Area code | 05462 |
ଯାନବାହାନ ପଞ୍ଚୀକରଣ | UP 50 |
Website | azamgarh |
ଆଜମ୍ଗଡ଼ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଉତ୍ତର ପ୍ରଦେଶର ଆଜମ୍ଗଡ଼ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଆଜମ୍ଗଡ଼ ୨୬.୦୬୭୬ ଉତ୍ତର ଅକ୍ଷାଂଶ ଓ ୮୩.୧୮୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୧୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆଜମ୍ଗଡ଼ ସହରର ମୋଟ ଜନସଂଖ୍ୟା ୨୧୮୮୭ ଅଟେ ।[୨] ସେଥି ମଧ୍ୟରୁ ୫୧.୫୬% ଜଣ ପରୁଷ ହୋଇଥିବା ବେଳେ ୪୮.୪୪% ଜଣ ନାରୀ ଅଟନ୍ତି । ଆଜମ୍ଗଡ଼ର ସାକ୍ଷରତା ହାର ୪୬.୧୦% ଅଟେ । ଏହା ଜାତୀୟ ହାରଠାରୁ ୧୮.୭୪% ପ୍ରତିଶତ କମ ଅଟେ । ସେଥିରୁ ୨୬.୮୧% ପ୍ରତିଶତ ପୁରୁଷ ଓ ୧୯.୨୯% ନାରୀ ଅଟନ୍ତି । ୨୧.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଆଜମ୍ଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.