Jump to content

ଆଇଭୋସିଡେନିବ

ଉଇକିପିଡ଼ିଆ‌ରୁ
ଆଇଭୋସିଡେନିବ
Clinical data
Pronunciationeye"voe sid' e nib
Trade namesTibsovo
SynonymsAG-120
AHFS/Drugs.commonograph
MedlinePlusa618042
data
Routes of
administration
By mouth
Legal status
Legal status
Identifiers
  • (2S)-N-{(1S)-1-(2-chlorophenyl)-2-[(3,3- difluorocyclobutyl)amino]-2-oxoethyl}-1-(4-cyanopyridin2-yl)-N-(5-fluoropyridin-3-yl)-5-oxopyrrolidine2-carboxamide
Chemical and physical data
FormulaC28H22ClF3N6O3
Molar mass୫୮୨.୯୭ g·mol−1
3D model (JSmol)
  • C1CC(=O)N(C1C(=O)N(C2=CC(=CN=C2)F)C(C3=CC=CC=C3Cl)C(=O)NC4CC(C4)(F)F)C5=NC=CC(=C5)C#N

ଆଇଭୋସିଡେନିବ (ଇଂରାଜୀ ଭାଷାରେ Ivosidenib), ଟିବସୋଭୋରେ ନାମରେ ବିକ୍ରି ହେଉଛି, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆ (AML) ଏବଂ କୋଲାଞ୍ଜିଓକାର୍ସିନୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ନିର୍ଦ୍ଦିଷ୍ଟ ଭାବରେ ଆଇଡିଏଚ୧ (IDH1) ମ୍ୟୁଟେସନ ଥିବା ରୋଗୀଙ୍କ ନିମନ୍ତେ ବ୍ୟବହୃତ ହୁଏ ।[] [] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକ୍କା, ଫୁଲା, ଅଇ, ପେଟ ଯନ୍ତ୍ରଣା, ଅଣନିଶ୍ୱାସ, କ୍ୟୁଟି ବିସ୍ତାର QT ବା ଲଙ୍ଗ କ୍କ୍ୟୁଟି ସିଣ୍ଡ୍ରମୋ, ସ୍ନାୟୁ ଚିକିତ୍ସା, ନିଉରୋପାଥି, ଯକୃତ ସମସ୍ୟା, କମ୍ ରକ୍ତ ପୋଟାସିୟମ୍ ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗୁଇଲେନ-ବାରେ ସିଣ୍ଡ୍ରୋମ ଏବଂ ଭିନ୍ନତା ("Differentiation syndrome")ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଆଇସୋସାଇଟ୍ରେଟ ଡିହାଇଡ୍ରୋଜେନେଜ-୧ (IDH1) ପ୍ରତି ରୋଧକ ଯାହା ୨-ହାଇଡ୍ରୋକ୍ସିଗ୍ଲୁଟାରେଟର (2-HG) ଅସ୍ୱାଭାବିକ ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ଯାହା ଫଳରେ କର୍କଟ କୋଷଗୁଡ଼ିକର ଭିନ୍ନତାକୁ ନେଇଥାଏ ।

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଇଭୋସିଡେନିବ ଅନୁମୋଦିତ ହୋଇଥିଲା ।[] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୩୦,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[]

  1. 1 2 "Tibsovo- ivosidenib tablet, film coated". DailyMed. 24 April 2019. Archived from the original on 2 July 2019. Retrieved 18 December 2019.
  2. 1 2 "FDA approves ivosidenib for advanced or metastatic cholangiocarcinoma". U.S. Food and Drug Administration (FDA). 26 August 2021. Archived from the original on 26 August 2021. Retrieved 26 August 2021.
  3. 1 2 3 4 5 6 "Ivosidenib Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 26 November 2021.
  4. "Ivosidenib". SPS - Specialist Pharmacy Service. 13 December 2017. Archived from the original on 11 December 2021. Retrieved 1 December 2021.
  5. "Tibsovo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 1 December 2021.