Jump to content

ଅର୍ଫେନାଡ୍ରାଇନ

ଉଇକିପିଡ଼ିଆ‌ରୁ
ଅର୍ଫେନାଡ୍ରାଇନ
Clinical data
Trade namesGeneric; many brands[]
SynonymsOrphenadrine hydrochloride
AHFS/Drugs.commonograph
MedlinePlusa682162
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth, intravenous, intramuscular
    Legal status
    Legal status
    Pharmacokinetic data
    Bioavailability90%
    Protein binding95%
    MetabolismLiver demethylation
    Elimination half-life13-20 hours[]
    ExcretionKidney and biliary
    Identifiers
    • (RS)-N,N-Dimethyl-2-[(2-methylphenyl)-phenyl-methoxy]-ethanamine
    ECHA InfoCard100.001.372 Edit this at Wikidata
    Chemical and physical data
    FormulaC18H23NO
    Molar mass୨୬୯.୩୯ g·mol−1
    3D model (JSmol)
    • O(CCN(C)C)C(c1ccccc1)c2ccccc2C
    • InChI=1S/C18H23NO/c1-15-9-7-8-12-17(15)18(20-14-13-19(2)3)16-10-5-4-6-11-16/h4-12,18H,13-14H2,1-3H3 checkY
    • Key:QVYRGXJJSLMXQH-UHFFFAOYSA-N checkY
      (verify)

    ଅର୍ଫେନାଡ୍ରାଇନ, ଏକ ଔଷଧ ଯାହାକି ମାଂସପେଶୀ ଯନ୍ତ୍ରଣା ସ‌ହିତ କଟି ଯନ୍ତ୍ରଣା ଏବଂ ପାର୍କିନସୋନିଜିମ୍ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] [] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଦ୍ରୁତ ହୃଦସ୍ପନ୍ଦନ, ମୂତ୍ର ଧାରଣ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଅଇ, ନିଦ୍ରାଳୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ।[] ଏହା ଏକ ଆଣ୍ଟିକୋଲିନରଜିକ୍ ଏବଂ ଆଣ୍ଟିହିଷ୍ଟାମାଇନ୍ ଶ୍ରେଣୀର ଔଷଧ ।[] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[]

    ୧୯୪୦ ଦଶକରେ ଅର୍ଫେନାଡ୍ରାଇନ ବିକଶିତ ହୋଇଥିଲା ଏବଂ ୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୫୦ ମିଗ୍ରାର ୩୦ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୫୬ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦ ଡଲାରରୁ କମ୍ ଅଟେ ।[]

    1. "Orphenadrine". Drugs.com international listings. Archived from the original on 5 March 2016. Retrieved 5 February 2016.
    2. Labout JJ, Thijssen C, Keijser GG, Hespe W (1982). "Difference between single and multiple dose pharmacokinetics of orphenadrine hydrochloride in man". European Journal of Clinical Pharmacology. 21 (4): 343–50. doi:10.1007/BF00637624. PMID 7056281. S2CID 24631265. Archived from the original on 2021-10-26. Retrieved 2021-10-08.
    3. 1 2 3 4 5 6 7 8 "Orphenadrine Monograph for Professionals". Drugs.com (in ଇଂରାଜୀ). Archived from the original on 11 July 2021. Retrieved 9 November 2021.
    4. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 431. ISBN 978-0857114105.
    5. Deer, Timothy R.; Pope, Jason E.; Lamer, Tim J.; Provenzano, David (1 August 2019). Deer's Treatment of Pain: An Illustrated Guide for Practitioners (in ଇଂରାଜୀ). Springer. p. 185. ISBN 978-3-030-12281-2. Archived from the original on 9 November 2021. Retrieved 9 November 2021.
    6. "Orphenadrine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 12 July 2021. Retrieved 9 November 2021.