ଅର୍ଚ୍ଚନା (କନ୍ନଡ଼ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଅର୍ଚ୍ଚନା
ଜନ୍ମ
ଜାତୀୟତାଭାରତୀୟ
ଅନ୍ୟ ନାମରୀନା
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬–ଏବେଯାଏଁ

ଅର୍ଚ୍ଚନା ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ କନ୍ନଡ଼, ତେଲୁଗୁ, ତାମିଲ ଏବଂ ହିନ୍ଦୀ କଥାଚିତ୍ରରେ କାମ କରନ୍ତି । ସେ ଇ ହୃଦୟ ନିନାଗାଗି (୧୯୯୬), (୧୯୯୮), ଫୁଲ୍ ଔର୍ ଆଗ୍ (୧୯୯୯) ଏବଂ ଯଜମାନ (୨୦୦୦) ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।

ପେଷା[ସମ୍ପାଦନା]

ଅର୍ଚ୍ଚନା ଏକ ମରାଠୀ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଶିବ ରାଜକୁମାରଙ୍କ ନାୟିକା ଭାବରେ ୧୯୯୬ ମସିହାରେ ଆଦିତ୍ୟ ଶୀର୍ଷକ କନ୍ନଡ଼-ଭାଷା କଥାଚିତ୍ର ଜରିଆରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଅନ୍ୟ ଭାଷାର ବିଭିନ୍ନ କଥାଚିତ୍ରରେ ଅଭିନୟ କରିବା ସହିତ ୧୯୯୯ ମସିହାରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଫୁଲ୍ ଔର୍ କାଣ୍ଟାରେ ଅଭିନୟ କରିଥିଲେ । ଜଣେ ଅଭିନେତ୍ରୀ ଭାବରେ ସେ ୪୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଅର୍ଚ୍ଚନାଙ୍କ ଅଭିନୀତ କଥାଚିତ୍ର ମଧ୍ୟରୁ କିଛି ବଛାବଛା କଥାଚିତ୍ରର ତାଲିକା:[୨][୩]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୯୬ ଆଦିତ୍ୟ ଶାରଦା କନ୍ନଡ଼
୧୯୯୭ ଇ ହୃଦୟ ନିନାଗାଗି କନ୍ନଡ଼
୧୯୯୮ ମେଘା ବଣ୍ଟୁ ମେଘା କନ୍ନଡ଼
ମାରି କନ୍ନୁ ହୋରି ମ୍ୟାଗେ ସୌନ୍ଦର୍ଯ୍ୟା କନ୍ନଡ଼
କନ୍ନଡ଼
୧୯୯୯ ଫୁଲ୍ ଔର୍ ଆଗ୍ ଜୟନ୍ତୀ ହିନ୍ଦୀ
୨୦୦୦ ୟଜମାନ କନ୍ନଡ଼
ମାବା ମାବା ମାଡୁଭେ ମାଡୋ କନ୍ନଡ଼
ପୋଲି ଭାବା କନ୍ନଡ଼
୨୦୦୧ ନୀଳାମ୍ବରୀ କନ୍ନଡ଼
୨୦୦୨ ୟରିଗେ ବେଡା ଡୁଡ୍ଡୁ କନ୍ନଡ଼
୨୦୦୭ ଥମଶେଗାଗି କନ୍ନଡ଼
୨୦୧୬ ସିବିଆଇ ସତ୍ୟା କନ୍ନଡ଼

ଆଧାର[ସମ୍ପାଦନା]

  1. "CBI Sathya movie cast and crew". The Times of India. 11 March 2016. Retrieved 18 September 2020.
  2. "Yajamana movie review". Vishnuvardhan.com. Archived from the original on 10 September 2019. Retrieved 18 September 2020.
  3. "Phool Aur Aag cast and crew". The Times of India. Retrieved 18 September 2020.

ବାହାର ଲିଙ୍କ୍[ସମ୍ପାଦନା]