ଅର୍ଚ୍ଚନା (କନ୍ନଡ଼ ଅଭିନେତ୍ରୀ)
ଦେଖଣା
ଅର୍ଚ୍ଚନା | |
---|---|
ଜନ୍ମ | କର୍ଣ୍ଣାଟକ, ଭାରତ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ରୀନା |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୬–ଏବେଯାଏଁ |
ଅର୍ଚ୍ଚନା ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ କନ୍ନଡ଼, ତେଲୁଗୁ, ତାମିଲ ଏବଂ ହିନ୍ଦୀ କଥାଚିତ୍ରରେ କାମ କରନ୍ତି । ସେ ଇ ହୃଦୟ ନିନାଗାଗି (୧୯୯୬), ଏ (୧୯୯୮), ଫୁଲ୍ ଔର୍ ଆଗ୍ (୧୯୯୯) ଏବଂ ଯଜମାନ (୨୦୦୦) ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।
ପେଷା
[ସମ୍ପାଦନା]ଅର୍ଚ୍ଚନା ଏକ ମରାଠୀ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଶିବ ରାଜକୁମାରଙ୍କ ନାୟିକା ଭାବରେ ୧୯୯୬ ମସିହାରେ ଆଦିତ୍ୟ ଶୀର୍ଷକ କନ୍ନଡ଼-ଭାଷା କଥାଚିତ୍ର ଜରିଆରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଅନ୍ୟ ଭାଷାର ବିଭିନ୍ନ କଥାଚିତ୍ରରେ ଅଭିନୟ କରିବା ସହିତ ୧୯୯୯ ମସିହାରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଫୁଲ୍ ଔର୍ କାଣ୍ଟାରେ ଅଭିନୟ କରିଥିଲେ । ଜଣେ ଅଭିନେତ୍ରୀ ଭାବରେ ସେ ୪୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]ଅର୍ଚ୍ଚନାଙ୍କ ଅଭିନୀତ କଥାଚିତ୍ର ମଧ୍ୟରୁ କିଛି ବଛାବଛା କଥାଚିତ୍ରର ତାଲିକା:[୨][୩]
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୯୬ | ଆଦିତ୍ୟ | ଶାରଦା | କନ୍ନଡ଼ | |
୧୯୯୭ | ଇ ହୃଦୟ ନିନାଗାଗି | କନ୍ନଡ଼ | ||
୧୯୯୮ | ମେଘା ବଣ୍ଟୁ ମେଘା | କନ୍ନଡ଼ | ||
ମାରି କନ୍ନୁ ହୋରି ମ୍ୟାଗେ | ସୌନ୍ଦର୍ଯ୍ୟା | କନ୍ନଡ଼ | ||
ଏ | କନ୍ନଡ଼ | |||
୧୯୯୯ | ଫୁଲ୍ ଔର୍ ଆଗ୍ | ଜୟନ୍ତୀ | ହିନ୍ଦୀ | |
୨୦୦୦ | ୟଜମାନ | କନ୍ନଡ଼ | ||
ମାବା ମାବା ମାଡୁଭେ ମାଡୋ | କନ୍ନଡ଼ | |||
ପୋଲି ଭାବା | କନ୍ନଡ଼ | |||
୨୦୦୧ | ନୀଳାମ୍ବରୀ | କନ୍ନଡ଼ | ||
୨୦୦୨ | ୟରିଗେ ବେଡା ଡୁଡ୍ଡୁ | କନ୍ନଡ଼ | ||
୨୦୦୭ | ଥମଶେଗାଗି | କନ୍ନଡ଼ | ||
୨୦୧୬ | ସିବିଆଇ ସତ୍ୟା | କନ୍ନଡ଼ |
ଆଧାର
[ସମ୍ପାଦନା]- ↑ "CBI Sathya movie cast and crew". The Times of India. 11 March 2016. Retrieved 18 September 2020.
- ↑ "Yajamana movie review". Vishnuvardhan.com. Archived from the original on 10 September 2019. Retrieved 18 September 2020.
- ↑ "Phool Aur Aag cast and crew". The Times of India. Retrieved 18 September 2020.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଚ୍ଚନା