ଅମ୍ବସ୍ସା
ଦେଖଣା
ଅମ୍ବସ୍ସା | |
|---|---|
city | |
| Country | |
| State | Tripura |
| District | Dhalai |
| Population (2015) | |
| • Total | ୧୬,୪୦୭ |
| Languages | |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | TR-04 |
| Website | tripura |

ଅମ୍ବସ୍ସା (Pron:/æmˈbæsə/)ଭାରତୀୟ ରାଜ୍ୟ ତ୍ରିପୁରାର ଏକ ସହର ତଥା ଧଲାଇ ଜିଲ୍ଲାର ମୁଖ୍ୟ ଦପ୍ତର ।

ଏଠାରେ ଭାରତୀୟ ରେଳବଐର ଏକ ପ୍ରମୁଖ ଷ୍ଟେସନ ରହିଛି ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା[୧] ଅନୁସାରେ ଏଠାକାର ଜନସଂଖ୍ୟା 6,052 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା54% ଥିବା ବେଳେ ମହିଳା ସଂଖ୍ୟା 46% ଥିଲା । ଏଠାରେ ସାକ୍ଷ୍ୟରତ ହାର 70 % ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ । 6 ବର୍ଷରୁ କମ ସଂଖ୍ୟା 13 % ଥିଲା ।
ପୁନଶ୍ଚ ଦେଖଣା
[ସମ୍ପାଦନା]- List of cities and towns in Tripura
ଆଧାର
[ସମ୍ପାଦନା]- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.