ଅମ୍ବସ୍ସା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅମ୍ବସ୍ସା
city
Country India
StateTripura
DistrictDhalai
Population
 (2015)
 • Total୧୬,୪୦୭
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTR-04
Websitetripura.gov.in
State of Tripura having 4 districts, roadways & small railway network.

ଅମ୍ବସ୍ସା (Pron:/æmˈbæsə/)ଭାରତୀୟ ରାଜ୍ୟ ତ୍ରିପୁରାର ଏକ ସହର ତଥା ଧଲାଇ ଜିଲ୍ଲାର ମୁଖ୍ୟ ଦପ୍ତର  । 

Ambassa is an important Railway Station in Tripura

ଏଠାରେ ଭାରତୀୟ ରେଳବଐର ଏକ ପ୍ରମୁଖ ଷ୍ଟେସନ ରହିଛି ।

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା[୧] ଅନୁସାରେ ଏଠାକାର ଜନସଂଖ୍ୟା 6,052 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା54%  ଥିବା ବେଳେ ମହିଳା ସଂଖ୍ୟା 46% ଥିଲା । ଏଠାରେ ସାକ୍ଷ୍ୟରତ ହାର 70 %  ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ ।  6 ବର୍ଷରୁ କମ ସଂଖ୍ୟା 13 % ଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of cities and towns in Tripura

ଆଧାର [ସମ୍ପାଦନା]

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.