ଅମୃତା ଅୟର

ଉଇକିପିଡ଼ିଆ‌ରୁ
ଅମୃତା ଅୟର
୨୦୨୨ ମସିହାରେ ଅମୃତା
ଜନ୍ମ (1994-05-14) ୧୪ ମଇ ୧୯୯୪ (ବୟସ ୨୯)[୧]
ଅନ୍ୟ ନାମଥେଣ୍ଡାଲ
ଶିକ୍ଷାନୁଷ୍ଠାନସେଣ୍ଟ ଜୋସେଫ କଲେଜ୍ ଅଫ୍ କମର୍ସ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮ – ଏବେଯାଏଁ

ଅମୃତା ଅୟର (ଜନ୍ମ: ୧୪ ମଇ ୧୯୯୪) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ତେଲୁଗୁତାମିଲ ଭାଷା ଫିଲ୍ମରେ ଅଭିନୟ କରନ୍ତି । ୨୦୧୮ ମସିହାରେ ସେ ତାମିଲ କଥାଚିତ୍ର ପଦାଇବୀରନ୍ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୨୦୨୧ ମସିହାରେ ସେ ରେଡ୍ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୨] ଏହା ପୂର୍ବରୁ ସେ କିଛି କଥାଚିତ୍ରର ଛୋଟ ଭୂମିକାରେ ଅଭିନୟ କରିଥିଲେ ।

ଜୀବନୀ[ସମ୍ପାଦନା]

ଅମୃତା ୧୯୯୪ ମସିହାର ମଇ ୧୪ ତାରିଖରେ କର୍ଣ୍ଣାଟକବାଙ୍ଗାଲୋରରେ ଜନ୍ମ ହୋଇଥିଲେ । ସେ ସେଣ୍ଟ ଜୋସେଫ୍ କଲେଜ ଅଫ୍ କମର୍ସରୁ ବାଣିଜ୍ୟରେ ସ୍ନାତକ କରିଥିଲେ । ଏହାପରେ ସେ ମଡେଲ୍ ଭାବରେ କାମ କରିଥିଲେ ଏବଂ ପରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ଆଧାର
୨୦୧୨ ପଦ୍ମଭ୍ୟୁହମ୍ ମାଲାୟଲମ [୩]
୨୦୧୪ ତେନାଲିରାମନ୍ ମାଧୁଲାଇର ସାଙ୍ଗ ତାମିଲ [୪]
ଲିଙ୍ଗା ତାମିଲ
୨୦୧୫ ୟାଚନ୍ ପାସ୍‌ପୋର୍ଟ ଅଫିସ୍ ଝିଅ ତାମିଲ
୨୦୧୬ ପୋକ୍କିରି ରାଜା ଜୋସ୍ନା ତାମିଲ [୪]
ଥେରି ମିତ୍ରାର ସାଙ୍ଗ ତାମିଲ [୪]
୨୦୧୮ ପଦାଇବୀରନ୍ ମଲାର ତାମିଲ
କାଲି ଥେମୋଝି ତାମିଲ
୨୦୧୯ ବିଗିଲ ଥେଣ୍ଡ୍ରାଲ୍ ତାମିଲ
୨୦୨୧ ରେଡ୍ ଗାୟତ୍ରୀ ତେଲୁଗୁ [୫]
୩୦ ରୋଜୁଲୁ ପ୍ରେମିନଚଦାମ ଏଲା ଅକ୍ସରା/ଆମ୍ମାଇଗାରୁ ତେଲୁଗୁ [୬]
ବନକ୍କାମା ଦା ମପ୍ପିଲେଇ ତୁଳସୀ ତାମିଲ
ଲିଫ୍ଟ ହରିଣୀ ତାମିଲ [୭]
ଅର୍ଜୁନା ଫାଲଗୁନା ଶ୍ରାବଣୀ ତେଲୁଗୁ [୮]
୨୦୨୨ କଫି ୱିଥ୍ କଢ଼ାଲ ଅଭିନୟ ତାମିଲ [୯]

କ୍ଷୁଦ୍ର ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୭ ହାଇୱେ କାଧାଲି ସ୍ନେହା [୧୦]
୨୦୨୧ ବୁଫୋନ କଢ଼ାଲ ନିଜେ [୧୧]

ଆଧାର[ସମ୍ପାଦନା]

  1. The Times of India (14 May 2020). "Happy Birthday Amritha Aiyer: Five beautiful pictures from the actress Instagram feed" (in ଇଂରାଜୀ). Archived from the original on 11 January 2022. Retrieved 11 January 2022.
  2. "Amritha Aiyer: Lesser known facts about 'Bigil' actress who is all set to make her Tollywood debut". The Times of India (in ଇଂରାଜୀ). 2020-01-31. Retrieved 2021-06-24.
  3. ୩.୦ ୩.୧ "Amritha Aiyer: Lesser known facts about 'Bigil' actress who is all set to make her Tollywood debut". The Times of India. 31 January 2020.
  4. ୪.୦ ୪.୧ ୪.୨ "Happy Birthday Amritha Aiyer: Five beautiful pictures from the actress Instagram feed". The Times of India. 14 May 2020.
  5. The Times of India (31 January 2020). "Amritha Aiyer joins Ram Pothineni's RED" (in ଇଂରାଜୀ). Archived from the original on 11 January 2022. Retrieved 11 January 2022.
  6. SIIMA - Pradeep's Heroine Amritha Aiyer Super Excited For Nominating In Debutant Race | Facebook (in ଇଂରାଜୀ), retrieved 2021-09-28
  7. "Kavin & Amritha Aiyer's Lift cleared with a U/A certificate - Times of India". The Times of India (in ଇଂରାଜୀ). Retrieved 2021-09-15.
  8. "Arjuna Phalguna's 1st Single: Enjoyable Number". Gulte (in ଆମେରିକୀୟ ଇଂରାଜୀ). 2021-11-13. Retrieved 2021-11-23.
  9. "Jiiva, Jai and Srikanth's film with Sundar C's titled Coffee With Kaadhal - Times of India". The Times of India (in ଇଂରାଜୀ). Retrieved 2022-06-06.
  10. Highway Kaadhali -For SINGLE BOYS - By Kamal Prakash | Pradeep Ranganathan | Amritha Aiyer (in ଇଂରାଜୀ), retrieved 2021-06-24
  11. Buffoon Kadhal | Amritha Aiyer | Rishikanth | Vishnu Subhash | Jc Joe | KS Harisankar | Vasy Music (in ଇଂରାଜୀ), retrieved 2022-04-03

ବାହାର ଲିଙ୍କ୍[ସମ୍ପାଦନା]