ଅନୁବ୍ରତ ବସୁ

ଉଇକିପିଡ଼ିଆ‌ରୁ
ଅନୁବ୍ରତ ବସୁ
Anubrata Basu, PanoramaGandu (Asshole/Wichser)
୨୦୧୧ରେ ଅନୁବ୍ରତ
Born (1989-10-05) ୫ ଅକ୍ଟୋବର ୧୯୮୯ (ବୟସ ୩୪)
Nationalityଭାରତୀୟ
Occupationଅଭିନେତା

ଅନୁବ୍ରତ ବସୁ (ଜନ୍ମ: ୫ ଅକ୍ଟୋବର ୧୯୮୯) ଜଣେ ଭରତୀୟ ଅଭିନେତା, ଯିଏକି ବଙ୍ଗାଳୀ କଥାଚିତ୍ର ଜଗତରେ ମୁଖ୍ୟତଃ କାମ କରନ୍ତି । ସେ ପ୍ରଥମେ ସ୍ଥାନୀୟ ଥିଏଟରରେ ଅଭିନୟ ଅଭିନୟ କରିବା ଆରମ୍ଭ କରିଥିଲେ । ଅଞ୍ଜନ ଦତ୍ତଙ୍କଦ୍ୱାରା ନିର୍ମିତ କଥାଚିତ୍ର ମ୍ୟାଡଲି ବଙ୍ଗାଳୀରେ ସେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।[୧] ଏହାପରେ ସେ ଚାତ୍ରକ ଏବଂ ଗନ୍ଦୁ ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।[୨][୩] ଗନ୍ଦୁ କଥାଚିତ୍ରରେ ତାଙ୍କର ଉଲଗ୍ନ ଅଭିନୟ ଯୋଗୁଁ ସେ ବିବାଦରେ ଛନ୍ଦି ହୋଇଥିଲେ ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ତାଶେର ଦେଶ
  • ଗନ୍ଦୁ
  • ମାଛ୍ ମିଷ୍ଟି ଆଣ୍ଡ୍ ମୋର୍
  • ଚାତ୍ରକ
  • ମ୍ୟାଡ୍‌ଲି ବଙ୍ଗାଲୀ
  • ବେଡ୍ ରୁମ୍
  • ଆମି ଆର୍ ଆମାର୍ ଗାର୍ଲଫ୍ରେଣ୍ଡ
  • ଚିତ୍ତଗୋଙ୍ଗ

ଆଧର[ସମ୍ପାଦନା]

  1. "Madly Bangali (2009) - IMDb".
  2. "I'm no porn star: Anubrata Basu". The Times of India. Archived from the original on 14 December 2011. Retrieved 17 March 2013.
  3. "Anubrata Basu biography". Archived from the original on 14 August 2012. Retrieved 17 March 2013.
  4. "GANDU: An Explosive Film that Melds I STAND ALONE with 8 MILE in the Ghetto Hood of Calcutta" Hammer to Nail.com. Published 30 January 2011. Retrieved 21 May 2014.

ବାହାର ଲିଙ୍କ୍[ସମ୍ପାଦନା]