ଅଦିତି ଗୌତମ

ଉଇକିପିଡ଼ିଆ‌ରୁ
ଅଦିତି ଗୌତମ
ଜନ୍ମ୨୦ ଜୁଲାଇ[୧]
ବୃତ୍ତି(ସମୂହ)ମଡେଲ
ଅଭିନେତ୍ରୀ
ବୈବାହିକ-ସାଥୀମିକାଇଲ ପଲକିଭାଲା[୨][୩]

ଅଦିତି ଗୌତମ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ, ଯିଏକି ସିୟା ଗୌତମ ଭାବରେ ପରିଚିତ । ସେ ମୁଖ୍ୟତଃ ହିନ୍ଦୀ ଓ ତେଲୁଗୁ ଭାଷାର କଥାଚିତ୍ରରେ କାମ କରନ୍ତି । [୪] ୨୦୦୮ ମସିହାରେ ସେ ନେନିନ୍ତେ କଥାଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରଥିଲେ ଏବଂ ୨୦୧୮ ମସିହାରେ ସଞ୍ଜୁ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ରେଫ।
୨୦୦୮ ନେନିନ୍ତେ ସାନ୍ଧ୍ୟା ତେଲୁଗୁ ସିୟା ଗୌତମ ଭାବରେ [୬]
୨୦୧୦ ବେଦମ୍ ଜାରା ତେଲୁଗୁ [୭]
୨୦୧୧ ଡବଲ୍ ଡେକର୍ ଗଙ୍ଗା କନ୍ନଡ଼ [୮]
୨୦୧୮ ସଞ୍ଜୁ ପ୍ରିୟା ଦତ୍ତ ହିନ୍ଦୀ [୯]
୨୦୨୨ ପାକ୍କା କମର୍‌ସିଆଲ୍ ସାଇରା ବାନୁ ବା ଅମୂଲ୍ୟା ତେଲୁଗୁ [୧୦]

ଅଭିନୀତ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ଓଟିଟି ଭାଷା ମନ୍ତବ୍ୟ
୨୦୨୩ ଅତିଧି ସାନ୍ଧ୍ୟା ଡିଜନି + ହଟଷ୍ଟାର୍ ତେଲୁଗୁ

ଆଧାର[ସମ୍ପାଦନା]

  1. "Aditi Gautam celebrates birthday with family and friends at her home in Mumbai - Times of India". The Times of India.
  2. BollywoodShaadis (10 February 2023). "Aditi Gautam Of 'Sanju' Fame Gets Married To A Mumbai-Based Businessman, Bride Stuns In Red" (in ଇଂରାଜୀ). Archived from the original on 21 September 2023. Retrieved 21 September 2023.
  3. News18 (8 February 2023). "South Actress-Model Aditi Gautam Marries Mumbai-Based Businessman" (in ଇଂରାଜୀ). Archived from the original on 21 September 2023. Retrieved 21 September 2023.{{cite news}}: CS1 maint: numeric names: authors list (link)
  4. "Aditi Gautam is excited about her film Pakka commercial's OTT streaming". The Times of India. 3 August 2022. Retrieved 5 December 2022.
  5. "Actor Aditi Gautam chats with us about her recent outing, Pakka Commercial". www.indulgexpress.com.
  6. "Puri's discovery: Siya". The Times of India. 11 September 2008. Retrieved 24 January 2020.
  7. A. S., Sashidhar (15 January 2017). "Seiya Gautam is gald to be back in Tollywood". The Times of India.
  8. "Double Decker Movie Review". The Times of India. 14 May 2016.
  9. "Ranbir Kapoor, Rajkumar Hirani, Karishma Tanna, Dia Mirza along with Sanju team celebrate the massive success with a grand bash". Bollywood Hungama. 3 July 2018.
  10. "Aditi Gautam about her 'Pakka Commercial' on Netflix". Urban Asian. 5 August 2022.

ବାହାର ଲିଙ୍କ୍[ସମ୍ପାଦନା]