ଅଟ୍ଟକାଳୀ

ଉଇକିପିଡ଼ିଆ‌ରୁ

ଅଟ୍ଟକାଳୀ ଚାଉଳରେ ତିଆରି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ

ତିଆରି ପଦ୍ଧତି[ସମ୍ପାଦନା]

ଚାଉଳରେ ତିଆରି ବହୁତ ପତଳା ସିରାରେ ଲୁଣ, ନଡ଼ିଆ କୋରା ପକାଇ ଘାଣ୍ଟି ଗରମ ପାଣିରେ ଚାଉଳ ଚୁନା ପକାଇ ଜନ୍ତାଯାଏ । ଏହି ଜନ୍ତଣିକୁ ଛୋଟ ଛୋଟ ଗୁଳା କରାଯାଏ । ଆଉ ଏକ କଡ଼େଇରେ ପାଣି ଫୁଟାଇ ଲୁଣ, ଗୁଡ, ନଡିଆ କୋରା ଦେଇ ଘାଣ୍ଟି ଚାଉଳ ଗୁଣ୍ଡ ପକାଇ ଘଣ୍ଟାଯାଏ । ଏହି ବହଳିଆ ଆଣରେ ଚାଉଳ ଗୁଳା ପକାଇ ଘାଣ୍ଟି ଓହ୍ଲାଇ ଦିଆଯାଏ ।[୧]

ଆଧାର[ସମ୍ପାଦନା]

  1. ଦେବୀ, ପ୍ରସନ୍ନ କୁମାରୀ (2008). ଓଡ଼ିଶୀ ରନ୍ଧନ କଳା. କଟକ: ଅଗ୍ରଦୂତ.