ଅଞ୍ଜାର
ଦେଖଣା
Anjar | |
|---|---|
Town | |
| ଦେଶ | |
| ରାଜ୍ୟ | Gujarat |
| ଜିଲ୍ଲା | Kutch |
| Established | 805 AD |
| Founded by | Ajepal |
| Elevation | 81 m (266 ft) |
| ଭାଷା | |
| • ସରକାରୀ | Gujarati, Kutchi, Hindi |
| Time zone | UTC+5:30 (IST) |
| PIN | |
| ଯାନବାହାନ ପଞ୍ଚୀକରଣ | GJ 12 |
ଅଞ୍ଜାର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର କଚ୍ଛ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଅଞ୍ଜାର ୨୩.୧୧୩୨ ଉତ୍ତର ଅକ୍ଷାଂଶ ଓ ୭୦.୦୨୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୯ ଫୁଟ ଉଚ୍ଚତାରେ ରହିଛି ।[୧]
ଭାଷା
[ସମ୍ପାଦନା]ଗୁଜରାଟୀ ଅଞ୍ଜାରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.