ଅଚଳପୁର

ଉଇକିପିଡ଼ିଆ ରୁ
Jump to navigation Jump to search
ଅଚଳପୁର
Achalpur

अचलपुर

Achalpur and Paratwada — Twin City
ଆଧୁନିକ ସହର
Narrow gauge train named 'Shakuntala' at Achalpur Railway Station
Narrow gauge train named 'Shakuntala' at Achalpur Railway Station
Nickname(s): 
City of Dams
ଦେଶ ଭାରତ
ରାଜ୍ୟମହାରାଷ୍ଟ୍ର
ଅଞ୍ଚଳବିଧର୍ଭ
ଜିଲ୍ଲାଅମରାବତି
Elevation
369 m (1,211 ft)
ଜନସଂଖ୍ୟା
 (2011)[୧]
 • ମୋଟ୧,୧୨,୨୯୩
ଭାଷା
 • ସରକାରୀମରାଠୀ, ହିନ୍ଦୀ
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
444805 or 444806
ଟେଲିଫୋନ କୋଡ଼07223
ଗାଡ଼ି ପଞ୍ଜିକରଣMH 27
ୱେବସାଇଟhttp://achalpurcity.com

ଅଚଳପୁର ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ଅମରାବତି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅଚଳପୁର ୨୧.୨୫୭୨ ଉତ୍ତର ଅକ୍ଷାଂଶ ଓ ୭୭.୫୦୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଚଳପୁର ସହରର ମୋଟ ଜନସଂଖ୍ୟା ୧୦୭୩୦୪ ଅଟେ ।[୩] ସେଥି ମଧ୍ୟରୁ ୫୧.୮୯% ଜଣ ପରୁଷ ହୋଇଥିବା ବେଳେ ୪୮.୧୧% ଜଣ ନାରୀ ଅଟନ୍ତି । ଅଚଳପୁରର ସାକ୍ଷରତା ହାର ୭୭.୩୭% ଅଟେ । ଏହା ଜାତୀୟ ହାର ଠାରୁ ୧୨.୫୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୧୦% ପ୍ରତିଶତ ପୁରୁଷ ଓ ୩୫.୨୭% ନାରୀ ଅଟନ୍ତି । ୧୨.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ମରାଠୀ ଅଚଳପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]