ଅଚଳପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅଚଳପୁର
Achalpur
अचलपुर
Achalpur and Paratwada — Twin City
ଆଧୁନିକ ସହର
Narrow gauge train named 'Shakuntala' at Achalpur Railway Station
Narrow gauge train named 'Shakuntala' at Achalpur Railway Station
Nickname: 
City of Dams
ଦେଶ ଭାରତ
ରାଜ୍ୟମହାରାଷ୍ଟ୍ର
ଅଞ୍ଚଳବିଧର୍ଭ
ଜିଲ୍ଲାଅମରାବତି
Elevation
369 m (1,211 ft)
Population
 (2011)[୧]
 • Total୧,୧୨,୨୯୩
ଭାଷା
 • ସରକାରୀମରାଠୀ, ହିନ୍ଦୀ
Time zoneUTC+5:30 (IST)
PIN
444805 or 444806
ଟେଲିଫୋନ କୋଡ଼07223
ଯାନବାହାନ ପଞ୍ଚୀକରଣMH 27
Websitehttp://achalpurcity.com

ଅଚଳପୁର ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଅମରାବତି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅଚଳପୁର ୨୧.୨୫୭୨ ଉତ୍ତର ଅକ୍ଷାଂଶ ଓ ୭୭.୫୦୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଚଳପୁର ସହରର ମୋଟ ଜନସଂଖ୍ୟା ୧୦୭୩୦୪ ଅଟେ ।[୩] ସେଥି ମଧ୍ୟରୁ ୫୧.୮୯% ଜଣ ପରୁଷ ହୋଇଥିବା ବେଳେ ୪୮.୧୧% ଜଣ ନାରୀ ଅଟନ୍ତି । ଅଚଳପୁରର ସାକ୍ଷରତା ହାର ୭୭.୩୭% ଅଟେ । ଏହା ଜାତୀୟ ହାରଠାରୁ ୧୨.୫୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୧୦% ପ୍ରତିଶତ ପୁରୁଷ ଓ ୩୫.୨୭% ନାରୀ ଅଟନ୍ତି । ୧୨.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ମରାଠୀ ଅଚଳପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]