Jump to content

ଅକ୍ସିଟେଟ୍ରାସାଇକ୍ଲିନ

ଉଇକିପିଡ଼ିଆ‌ରୁ
ଅକ୍ସିଟେଟ୍ରାସାଇକ୍ଲିନ
Clinical data
Trade namesTerramycin
Pregnancy
category
  • AU: D
Routes of
administration
By mouth, topical (eye drop)
Legal status
Legal status
  • ℞ (Prescription only)
Pharmacokinetic data
Elimination half-life6–8 hours
ExcretionKidney
Identifiers
  • (4S,4aR,5S,5aR,6S,12aS)-4-(Dimethylamino)-3,5,6,10,11,12a-hexahydroxy-6-methyl-1,12-dioxo-1,4,4a,5,5a,6,12,12a-octahydrotetracene-2-carboxamide
E numberE703 (antibiotics) Edit this at Wikidata
ECHA InfoCard100.001.103 Edit this at Wikidata
Chemical and physical data
FormulaC22H24N2O9
Molar mass୪୬୦.୪୪ g·mol−1
3D model (JSmol)
Melting point181 to 182 °C (358 to 360 °F)
  • CN(C)[C@@H]3C(\O)=C(\C(N)=O)C(=O)[C@@]4(O)C(/O)=C2/C(=O)c1c(cccc1O)[C@@](C)(O)[C@H]2[C@H](O)[C@@H]34
  • InChI=1S/C22H24N2O9/c1-21(32)7-5-4-6-8(25)9(7)15(26)10-12(21)17(28)13-14(24(2)3)16(27)11(20(23)31)19(30)22(13,33)18(10)29/h4-6,12-14,17,25,27-29,32-33H,1-3H3,(H2,23,31)/t12-,13-,14+,17+,21-,22+/m1/s1 checkY
  • Key:IWVCMVBTMGNXQD-PXOLEDIWSA-N checkY
  (verify)

ଅକ୍ସିଟେଟ୍ରାସାଇକ୍ଲିନ ହେଉଛି ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଟ୍ରାକୋମା ସମେତ କ୍ଲାମିଡିଆ, ମାଇକୋପ୍ଲାଜ୍ମା ଏବଂ ରିକେଟ୍ସିଆ ଭଳି ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[][] ଏହା ବ୍ରଣ ଏବଂ ରୋଜେସିଆ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[] ଏହା ପାଟିରେ ନିଆଯାଏ ।[]ଏକ ଆଖି ମଲମ ଭାବରେ ଏକ ମିଶ୍ରଣ ସୂତ୍ର ମଧ୍ୟ ଉପଲବ୍ଧ ହୁଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡ ବିନ୍ଧା, ଆଲର୍ଜି ପ୍ରତିକ୍ରିୟା, ସୂର୍ଯ୍ୟକିରଣ ସମ୍ବେଦନଶୀଳତା ଏବଂ ବାନ୍ତି ହୋଇପାରେ ।[] ୧୨ ବର୍ଷରୁ କମ୍ ବୟସରେ ବ୍ୟବହାର ସାଧାରଣତଃ ଦାନ୍ତରେ ଦାଗ ହେବା ସମ୍ଭାବନା ହେବା ସମ୍ଭାବନ ହେତୁ ଏହା ସୁପାରିଶ କରାଯାଏ ନାହିଁ । ।|[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[]ଏହା ଏକ ବ୍ରଡ-ସ୍ପେକ୍ଟ୍ରମ ଟେଟ୍ରାସାଇକ୍ଲିନ ଆଣ୍ଟିବାୟୋଟିକ ।[] ଜୀବାଣୁଙ୍କର ପ୍ରୋଟିନ୍ ଉତ୍ପାଦନ କରିବା କ୍ଷମତାକୁ ଅବରୋଧ କରି ଏହା କାମ କରେ ।[]

ଅକ୍ସିଟେଟ୍ରାସାଇକ୍ଲିନ ୧୯୪୯ରେ ପେଟେଣ୍ଟ ହୋଇଥିଲା ଏବଂ ୧୯୫୦ରେ ବ୍ୟବସାୟିକ ବ୍ୟବହାରରେ ଆସିଥିଲା ।[] ଟେଟ୍ରାସାଇକ୍ଲିନର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଯୁକ୍ତରାଜ୍ୟରେ ୨୦୧୩ ମସିହା ସୁଦ୍ଧା ଏହା ବାବଦରେ ୧.୪୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Oxytetracycline". NICE. BNF. Archived from the original on 10 September 2023. Retrieved 8 September 2023.
  2. "eEML - Electronic Essential Medicines List". list.essentialmeds.org. Archived from the original on 4 June 2023. Retrieved 8 September 2023.
  3. "DailyMed - TERRAMYCIN- oxytetracycline hydrochloride and polymyxin b sulfate ointment". dailymed.nlm.nih.gov. Archived from the original on 24 January 2022. Retrieved 8 September 2023.
  4. ୪.୦ ୪.୧ "DailyMed - terramycin- Oxytetracycline Hydrochloride capsule". dailymed.nlm.nih.gov. Archived from the original on 28 September 2022. Retrieved 8 September 2023.
  5. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 489. ISBN 9783527607495.
  6. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  7. "Oxytetracycline Medicinal forms". NICE. BNF. Archived from the original on 10 September 2023. Retrieved 8 September 2023.