ଅକ୍ସିକୋଡୋନ/ପାରାସେଟାମୋଲ
| Combination of | |
|---|---|
| Oxycodone | Opioid analgesic |
| Paracetamol | Anilide analgesic |
| Clinical data | |
| Trade names | Depalgos, Endocet, Maxigesic, Percocet, Ratio-Oxycocet, Roxicet, others |
| Synonyms | Oxycodone/acetaminophen, oxycodone/APAP |
| AHFS/Drugs.com | entry |
| data | |
| Pregnancy category |
|
| Routes of administration | By mouth |
| Legal status | |
| Legal status |
|
| (verify) | |
ଅକ୍ସିକୋଡୋନ/ପାରାସେଟାମୋଲ, ଅକ୍ସିକୋଡୋନ/ ଆସେଟାମିନୋଫେନ ଭାବରେ ମଧ୍ୟ ଜଣାଶୁଣା ଏବଂ ବିକ୍ରୟ ନାମ ପେରକୋସେଟ, ଏକ ଔଷଧ ଯେଉଁଥିରେ ଓପିଏଡ୍ ଅକ୍ସିକୋଡୋନ ସହିତ ପାରାସିଟାମୋଲ (ଆସିଟାମିନୋଫେନ୍)ର ମିଶ୍ରଣ ଥାଏ ଓ ଏହା ମଧ୍ୟମରୁ ଗମ୍ଭୀର ଧରଣର ସ୍ୱଳ୍ପ ସମୟ ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[୧] ଏହା ତୁରନ୍ତ ଏବଂ ବିସ୍ତାରିତ କାର୍ଯ୍ୟକ୍ଷମ ଔଷଧ ଭାବରେ ଆସେ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଶାଗ୍ରସ୍ତ, ନିଦ୍ରାଳୁ ଭାବ, ଗଲୁ, କୋଷ୍ଠକାଠିନ୍ୟ, ଆନାଫାଇଲାକ୍ସିସ୍, ନିମ୍ନ ରକ୍ତଚାପ ଏବଂ ଶ୍ୱାସକ୍ରିୟା ହ୍ରାସ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର ନବଜାତ ଓପିଓଏଡ୍ ପ୍ରତ୍ୟାହାର ସିଣ୍ଡ୍ରୋମ ହୋଇପାରେ ।[୧]
୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହା ଏକ ନିୟନ୍ତ୍ରିତ ଦ୍ରବ୍ୟ ଅଟେ ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୦ ମସିହା ସୁଦ୍ଧା ୯୦ଟି ବଟିକାର ମୂଲ୍ୟ ପ୍ରାୟ 22 ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Oxycodone and Acetaminophen (Professional Patient Advice)". Drugs.com (in ଇଂରାଜୀ). Archived from the original on 20 May 2020. Retrieved 12 November 2020.
- ↑ Mancano, Michael; Gallagher, Jason (2010). Frequently Prescribed Medications (in ଇଂରାଜୀ). Jones & Bartlett Learning. p. 8. ISBN 978-0-7637-8117-0. Archived from the original on 2021-07-10. Retrieved 2020-11-12.
- ↑ Hamilton, Richard J. (2009). Tarascon Pharmacopoeia 2010 Professional Desk Reference Edition (in ଇଂରାଜୀ). Jones & Bartlett Learning. p. 15. ISBN 978-0-7637-7769-2. Archived from the original on 2021-07-10. Retrieved 2020-11-12.
- ↑ "Percocet Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 26 April 2020. Retrieved 12 November 2020.