Jump to content

ଅକ୍ସିକୋଡୋନ/ପାରାସେଟାମଲ

ଉଇକିପିଡ଼ିଆ‌ରୁ
ଅକ୍ସିକୋଡୋନ/ପାରାସେଟାମଲ
Combination of
OxycodoneOpioid analgesic
AcetaminophenAnilide analgesic
Clinical data
Trade namesPercocet, others
AHFS/Drugs.com
data
Routes of
administration
By mouth
ATC code
Legal status
Legal status
Identifiers
CAS Number
ChemSpider
KEGG
 ☒NcheckY (what is this?)  (verify)

ଅକ୍ସିକୋଡୋନ/ପାରାସେଟାମୋଲ, ଯାହା ଅକ୍ସିକୋଡୋନ/ ଆସେଟାମିନୋଫେନ ଭାବରେ ମଧ୍ୟ ଜଣାଶୁଣା ଏବଂ ଏହାର ବିକ୍ରୟ ନାମ ପରକୋସେଟ, ହେଉଛି ଓପିଓଏଡ୍ ଅକ୍ସିକୋଡୋନ୍ ସହିତ ପାରାସେଟାମୋଲ (ଆସେଟାମିନୋଫେନ୍)ର ମିଶ୍ରଣ ଅଟେ, ଯାହା ମଧ୍ୟମରୁ ଗମ୍ଭୀର ଧରଣର ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[୨] ଏହା ତୁରନ୍ତ ବା ବିସ୍ତାରିତ ରିଲିଜ୍ ସୂତ୍ରରେ ଆସେ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଶା, ନିଦ୍ରା, କୁଣ୍ଡେଇ ହେବା, କୋଷ୍ଠକାଠିନ୍ୟ, ଆନାଫାଇଲକ୍‌ସିସ, ନିମ୍ନ ରକ୍ତଚାପ ଏବଂ ନିଶ୍ୱାସ ପ୍ରଶ୍ୱାସ ହ୍ରାସ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର ନବଜାତକ ଓପିଓଏଡ ପ୍ରତ୍ୟାହାର ସିଣ୍ଡ୍ରୋମ ହୋଇପାରେ ।[୨]

୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚିତ ୨ ନିୟନ୍ତ୍ରିତ ପଦାର୍ଥ ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ୯୦ଟି ବଟିକାର ମୂଲ୍ୟ ପ୍ରାୟ ୨୨ ଡଲାର ଥିଲା ।[୫]

  1. ↑ "Percocet- oxycodone hydrochloride and acetaminophen tablet". DailyMed. Retrieved 17 October 2021.
  2. 1 2 3 4 5 6 7 "Oxycodone and Acetaminophen (Professional Patient Advice)". Drugs.com (in ଇଂରାଜୀ). Archived from the original on 20 May 2020. Retrieved 12 November 2020.
  3. ↑ Mancano, Michael; Gallagher, Jason (2010). Frequently Prescribed Medications (in ଇଂରାଜୀ). Jones & Bartlett Learning. p. 8. ISBN 978-0-7637-8117-0. Archived from the original on 2021-07-10. Retrieved 2020-11-12.
  4. ↑ Hamilton, Richard J. (2009). Tarascon Pharmacopoeia 2010 Professional Desk Reference Edition (in ଇଂରାଜୀ). Jones & Bartlett Learning. p. 15. ISBN 978-0-7637-7769-2. Archived from the original on 2021-07-10. Retrieved 2020-11-12.
  5. ↑ "Percocet Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 26 April 2020. Retrieved 12 November 2020.