ଅକ୍ସାଣ୍ଡ୍ରୋଲୋନ

ଉଇକିପିଡ଼ିଆ‌ରୁ
ଅକ୍ସାଣ୍ଡ୍ରୋଲୋନ
Clinical data
Trade namesOxandrin, Anavar, others
SynonymsVar; CB-8075; NSC-67068; SC-11585; Protivar; 17α-Methyl-2-oxa-4,5α-dihydrotestosterone; 17α-Methyl-2-oxa-DHT; 17α-Methyl-2-oxa-5α-androstan-17β-ol-3-one
AHFS/Drugs.commonograph
MedlinePlusa604024
Pregnancy
category
  • X
Routes of
administration
By mouth
Drug classAndrogen; Anabolic steroid
ATC code
Legal status
Legal status
Pharmacokinetic data
Bioavailability97%[୨]
Protein binding94–97%[୨]
MetabolismKidneys (primarily), liver[୧][୨]
Elimination half-lifeAdults: 9.4–10.4 hours[୨][୩]
Elderly: 13.3 hours[୩]
ExcretionUrine: 28% (unchanged)[୩]
Feces: 3%[୩]
Identifiers
  • (1S,3aS,3bR,5aS,9aS,9bS,11aS)-1-hydroxy-1,9a,11a-trimethyl-2,3,3a,3b,4,5,5a,6,9,9b,10,11-dodecahydroindeno[4,5-h]isochromen-7-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.158 Edit this at Wikidata
Chemical and physical data
FormulaC19H30O3
Molar mass୩୦୬.୪୫ g·mol−1
3D model (JSmol)
  • C[C@]12CC[C@H]3[C@H]([C@@H]1CC[C@]2(C)O)CC[C@@H]4[C@@]3(COC(=O)C4)C
  • InChI=1S/C19H30O3/c1-17-11-22-16(20)10-12(17)4-5-13-14(17)6-8-18(2)15(13)7-9-19(18,3)21/h12-15,21H,4-11H2,1-3H3/t12-,13+,14-,15-,17-,18-,19-/m0/s1 checkY
  • Key:QSLJIVKCVHQPLV-PEMPUTJUSA-N checkY
  (verify)

ଅକ୍ସାଣ୍ଡ୍ରୋଲୋନ, ଏକ ବ୍ୟବସାୟୀକ ନାମ ଅକ୍ସାଣ୍ଡ୍ରିନ, ଏକ ଉତ୍ପାଦିତ ଆଣ୍ଡ୍ରୋଜେନ ଓ ଆନାବୋଲିକ ଷ୍ଟିରଏଡ (AAS) | [୪] ଏହା ଓଜନ କମୁଥିବା ଲୋକଙ୍କର ଓଜନ ବୃଦ୍ଧି କରିବାକୁ, ଦୀର୍ଘକାଳୀନ କର୍ଟିକୋଷ୍ଟିରଏଡ ସେବନ ଜନିତ ପ୍ରୋଟିନ କ୍ଷୟକୁ ଅବରୋଧ କରିବାକୁ ଓ ଓଷ୍ଟିଓପୋରୋସିସ୍ ଯୋଗୁ ହେଉଥିବା ହାଡ଼ ଯନ୍ତ୍ରଣାକୁ ରୋକିବା ପାଇଁ ଏହା ବ୍ୟବହୃତ ହୁଏ | [୫] [୬] ଏହା ପାଟିରେ ଦିଆଯାଏ । [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଅସ୍ୱାଭାବିକ ଲିପିଡ ହେବା ଦେଖାଯାଏ | [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ, ବ୍ରଣ, କେଶ ବୃଦ୍ଧି ଏବଂ ସ୍ୱର ପରିବର୍ତ୍ତନ ହୋଇପାରେ | [୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୫] ଟେଷ୍ଟୋଷ୍ଟେରନର ଜୈବିକ ଲକ୍ଷ ଥିବା ଆଣ୍ଡ୍ରୋଜେନ ରିସେପ୍ଟରକୁ (ଏଆର) ଅକ୍ସାଣ୍ଡ୍ରୋଲୋନ ସକ୍ରିୟ କରିଥାଏ | [୭] ଆଣ୍ଡ୍ରୋଜେନିକ ପ୍ରଭାବ ଅପେକ୍ଷା ଏହାର ଅଧିକ ଆନାବୋଲିକ ପ୍ରଭବ ଥାଏ । [୫]

୧୦୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅକ୍ସାଣ୍ଡ୍ରୋଲୋନ ଅନୁମୋଦିତ ହୋଇଥିଲା। [୪] ଏହା ଯୁକ୍ତରାଜ୍ୟରେ ମେଡିକାଲରେ ଉପଲବ୍ଧ ନୁହେଁ। [୭] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୬୦ଟି ଟାବଲେଟର ମୂଲ୍ୟ ପ୍ରାୟ ୨୮୪ ଡଲାର ଅଟେ। [୮] କ୍ରିଡ଼ା କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ପ୍ରଦର୍ଶନର ଉନ୍ନତ କରିବା ପାଇଁ ଏହା ମଧ୍ୟ ଅନୁପଯୁକ୍ତ ଭାବରେ ବ୍ୟବହୃତ ହୋଇଛି | [୫] ଏହା ଅନେକ ଦେଶରେ ନିୟନ୍ତ୍ରିତ ପଦାର୍ଥ, ତେଣୁ ଅଣ-ଚିକିତ୍ସା ସାଧାରଣତଃ ବେଆଇନ୍ ଅଟେ | [୯] [୧୦] [୧୧]

ଆଧାର[ସମ୍ପାଦନା]

  1. R.A.S Hemat (2 March 2003). Andropathy. Urotext. pp. 108–. ISBN 978-1-903737-08-8.
  2. ୨.୦ ୨.୧ ୨.୨ ୨.୩ Ashraf Mozayani; Lionel Raymon (15 October 2003). Handbook of Drug Interactions: A Clinical and Forensic Guide. Springer Science & Business Media. pp. 513–. ISBN 978-1-59259-654-6.
  3. ୩.୦ ୩.୧ ୩.୨ ୩.୩ Miller JT, Btaiche IF (February 2009). "Oxandrolone treatment in adults with severe thermal injury" (PDF). Pharmacotherapy. 29 (2): 213–26. doi:10.1592/phco.29.2.213. hdl:2027.42/90285. PMID 19170590. S2CID 25780591.
  4. ୪.୦ ୪.୧ ୪.୨ "Oxandrolone Monograph for Professionals". Drugs.com (in ଇଂରାଜୀ). Retrieved 14 December 2020.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Oxandrolone Monograph for Professionals". Drugs.com (in ଇଂରାଜୀ). Retrieved 14 December 2020.
  6. Li H, Guo Y, Yang Z, Roy M, Guo Q (June 2016). "The efficacy and safety of oxandrolone treatment for patients with severe burns: A systematic review and meta-analysis". Burns. 42 (4): 717–27. doi:10.1016/j.burns.2015.08.023. PMID 26454425.
  7. ୭.୦ ୭.୧ Kicman AT (June 2008). "Pharmacology of anabolic steroids". British Journal of Pharmacology. 154 (3): 502–21. doi:10.1038/bjp.2008.165. PMC 2439524. PMID 18500378.
  8. "Oxandrolone Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 14 December 2020.
  9. "Controlled Substances Act". United States Food and Drug Administration. 11 June 2009. Retrieved 17 June 2016.
  10. Branch, Legislative Services. "Consolidated federal laws of Canada, Controlled Drugs and Substances Act". laws-lois.justice.gc.ca. Retrieved 2017-01-14.
  11. "List of most commonly encountered drugs currently controlled under the misuse of drugs legislation - GOV.UK". www.gov.uk. Retrieved 2017-01-14.