ଅକ୍କି ଆଲୁର

ଉଇକିପିଡ଼ିଆ ରୁ
Jump to navigation Jump to search
Akki Alur
ಅಕ್ಕಿ ಆಲೂರು
town
Ishwar temple, Akki Alur
Ishwar temple, Akki Alur
Akki Alur is located in କର୍ଣ୍ଣାଟକ
Akki Alur
Akki Alur
Akki Alur is located in India
Akki Alur
Akki Alur
Location in Karnataka, India
ଅବସ୍ଥିତି: 14°43′44″N 75°10′12″E / 14.7290000°N 75.169960°E / 14.7290000; 75.169960Coordinates: 14°43′44″N 75°10′12″E / 14.7290000°N 75.169960°E / 14.7290000; 75.169960
Country India
StateKarnataka
DistrictHaveri
TalukHangal
ଜନସଂଖ୍ୟା (2011)
 • ମୋଟ୧୨,୨୯୪
Languages
 • Official{{{demographics1_info1}}}
IST (UTC+5:30)
ପିନ କୋଡ଼581102
ଗାଡ଼ି ପଞ୍ଜିକରଣKA-27
Nearest cityHaveri, Hubli
This page maintained by:Pradeep Savanur

ଅକ୍କି ଆଲୁର,  ଦକ୍ଷିଣ ଭାରତୀୟ ରାଜ୍ୟ କରଣାତକର ଏକ ଗ୍ରାମ । .[୧][୨]ଏହା ହାଭେରୀ ଜିଲ୍ଲାର ହଙ୍ଗଳ ତାଲୁକରେ ଅବସ୍ଥିତ । 

ଜନ ଆବାଦୀ [ସମ୍ପାଦନା]

 2011 ଜନଗଣନା ଅନୁସାରେ ଏଠାରେ 2565 ପରିବାରରେ ସମୁଦାଯ 12,294 ଜଣ ରହନ୍ତି , ଯାହା ମଧ୍ୟରୁ ପୁରୁଷ ସଂଖ୍ୟା 6217 ଓ ମହିଳା ସଂଖ୍ୟା 6077 । 6 ବର୍ଷରୁ କମ ଆବାଦୀ ଏଠାରେ 1548  । ଏଠାରେ ସାକ୍ଷ୍ୟରତା ହାର 86.65 ଥିଲା , ଯାହା ଜାତୀୟ ହାର ଠାରୁ ବହୁ ଉର୍ଦ୍ଧରେ ରହିଥିଲା । .

ଇତିହାସ [ସମ୍ପାଦନା]

1977 ମସିହାରେ ଏହି ଗ୍ରାମ ହଠାତ ଜାତୀୟ ନଜରକୁ ଆସିଥିଲା ଓ ବିରାଟ ଏଇତିହାସିକ ତଥ୍ୟ ବିଷୟରେ ସମସ୍ତେ ଅବଗତ ହେଇଥିଲେ । ଏଠାରେ ଏକ ଚାଷ ଜମି ମଧ୍ୟରୁ 46ଟି " byzantine Solidi" ନାମକ ରୋମାନ ରାଜୁତି ସମୟର ସ୍ୱର୍ଣ ମୁଦ୍ରା ମିଳିଥିଲା । ସେଥିରେ ରୋମାନ ରାଜାଙ୍କ ମୁଣ୍ଡର ଚିତ୍ର  ଖୋଦିତ ଥିଲା । ଏହାଦ୍ୱାରା ଅନୁମାନ କରାଯାଏ ଯେ ଅତି ପ୍ରାଚୀନ କାଳରେ ଏହି ଅଞ୍ଚଳରେ ରୋମାନ ଉପସ୍ଥିତି ଥିଲା । ତେବେ ଏହା ଉପରେ ଅଧିକ ପୁରାତତ୍ୱିକ ଅନୁସନ୍ଧାନ ତଥା ଆହୁରି ଅନେକ ସ୍ଥାନରେ ଖନନ କାର୍ଯ୍ୟ ହେଲେ ବିଶେଷ କଥା ଜଣାପଡିବ । ସ୍ୱର୍ଣ ମୁଦ୍ରା ଗୁଡିକ କର୍ଣାଟକର ମିଉଜିଆମରେ ରଖା ଯାଇଛି । 

ଆଧାର ସମୂହ [ସମ୍ପାଦନା]

  1. Village code= 841900 "Census of India : Villages with population 5000 & above". Registrar General & Census Commissioner, India. Archived from the original on 8 December 2008. Retrieved 2008-12-18.
  2. "Yahoomaps India :". Archived from the original on 18 December 2008. Retrieved 2008-12-18.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]