ଅକ୍କି ଆଲୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Akki Alur
ಅಕ್ಕಿ ಆಲೂರು
town
Ishwar temple, Akki Alur
Ishwar temple, Akki Alur
Country India
StateKarnataka
DistrictHaveri
TalukHangal
Population
 (2011)
 • Total୧୨,୨୯୪
Languages
Time zoneUTC+5:30 (IST)
PIN
581102
ଯାନବାହାନ ପଞ୍ଚୀକରଣKA-27
Nearest cityHaveri, Hubli
This page maintained by:Pradeep Savanur

ଅକ୍କି ଆଲୁର,  ଦକ୍ଷିଣ ଭାରତୀୟ ରାଜ୍ୟ କରଣାତକର ଏକ ଗ୍ରାମ । .[୧][୨]ଏହା ହାଭେରୀ ଜିଲ୍ଲାର ହଙ୍ଗଳ ତାଲୁକରେ ଅବସ୍ଥିତ । 

ଜନସଂଖ୍ୟା [ସମ୍ପାଦନା]

 2011 ଜନଗଣନା ଅନୁସାରେ ଏଠାରେ 2565 ପରିବାରରେ ସମୁଦାୟ 12,294 ଜଣ ରହନ୍ତି , ଯାହା ମଧ୍ୟରୁ ପୁରୁଷ ସଂଖ୍ୟା 6217 ଓ ମହିଳା ସଂଖ୍ୟା 6077 । 6 ବର୍ଷରୁ କମ ସଂଖ୍ୟା ଏଠାରେ 1548  । ଏଠାରେ ସାକ୍ଷ୍ୟରତା ହାର 86.65 ଥିଲା , ଯାହା ଜାତୀୟ ହାରଠାରୁ ବହୁ ଉର୍ଦ୍ଧରେ ରହିଥିଲା । .

ଇତିହାସ [ସମ୍ପାଦନା]

1977 ମସିହାରେ ଏହି ଗ୍ରାମ ହଠାତ ଜାତୀୟ ନଜରକୁ ଆସିଥିଲା ଓ ବିରାଟ ଏଇତିହାସିକ ତଥ୍ୟ ବିଷୟରେ ସମସ୍ତେ ଅବଗତ ହେଇଥିଲେ । ଏଠାରେ ଏକ ଚାଷ ଜମି ମଧ୍ୟରୁ 46ଟି " byzantine Solidi" ନାମକ ରୋମାନ ରାଜୁତି ସମୟର ସ୍ୱର୍ଣ୍ଣ ମୁଦ୍ରା ମିଳିଥିଲା । ସେଥିରେ ରୋମାନ ରାଜାଙ୍କ ମୁଣ୍ଡର ଚିତ୍ର  ଖୋଦିତ ଥିଲା । ଏହାଦ୍ୱାରା ଅନୁମାନ କରାଯାଏ ଯେ ଅତି ପ୍ରାଚୀନ କାଳରେ ଏହି ଅଞ୍ଚଳରେ ରୋମାନ ଉପସ୍ଥିତି ଥିଲା । ତେବେ ଏହା ଉପରେ ଅଧିକ ପୁରାତତ୍ତ୍ୱିକ ଅନୁସନ୍ଧାନ ତଥା ଆହୁରି ଅନେକ ସ୍ଥାନରେ ଖନନ କାର୍ଯ୍ୟ ହେଲେ ବିଶେଷ କଥା ଜଣାପଡିବ । ସ୍ୱର୍ଣ୍ଣ ମୁଦ୍ରାଗୁଡ଼ିକ କର୍ଣାଟକର ମିଉଜିଆମରେ ରଖା ଯାଇଛି । 

ଆଧାର [ସମ୍ପାଦନା]

  1. Village code= 841900 "Census of India : Villages with population 5000 & above". Registrar General & Census Commissioner, India. Archived from the original on 8 December 2008. Retrieved 2008-12-18.
  2. "Yahoomaps India :". Archived from the original on 18 December 2008. Retrieved 2008-12-18.

ବାହାର ଲିଙ୍କ [ସମ୍ପାଦନା]