ବୁଡେସୋନାଇଡ

ଉଇକିପିଡ଼ିଆ‌ରୁ
ବୁଡେସୋନାଇଡ
Clinical data
Trade namesPulmicort, Rhinocort, other
AHFS/Drugs.commonograph
MedlinePlusa608007
Pregnancy
category
  • US: B (No risk in non-human studies)
Routes of
administration
Oral, nasal, tracheal, rectal
ATC code
Legal status
Legal status
Pharmacokinetic data
Bioavailability10-20% (first pass effect)
Protein binding85-90%
MetabolismHepatic CYP3A4
Elimination half-life2.0-3.6 hours
ExcretionRenal, faecal
Identifiers
  • 16,17-(butylidenebis(oxy))-11,21-dihydroxy-, (11-β,16-α)-pregna-1,4-diene-3,20-dione
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.051.927 Edit this at Wikidata
Chemical and physical data
FormulaC25H34O6
Molar mass430.534 g/mol
3D model (JSmol)
  • CCCC1O[C@@H]2C[C@H]3[C@@H]4CCC5=CC(=O)C=C[C@@]5([C@H]4[C@H](C[C@@]3([C@@]2(O1)C(=O)CO)C)O)C
  • InChI=1S/C25H34O6/c1-4-5-21-30-20-11-17-16-7-6-14-10-15(27)8-9-23(14,2)22(16)18(28)12-24(17,3)25(20,31-21)19(29)13-26/h8-10,16-18,20-22,26,28H,4-7,11-13H2,1-3H3/t16-,17-,18-,20+,21?,22+,23-,24-,25+/m0/s1
  • Key:VOVIALXJUBGFJZ-KWVAZRHASA-
 ☒NcheckY (what is this?)  (verify)

ବୁଡେସୋନାଇଡ (ବିୟୁଡି), ବିକ୍ରୟ ନାମ ପଲ୍ମିକୋର୍ଟ, ଏକ ସ୍ଟିରଏଡ ଔଷଧ ।[୧] ଏହା ମିଟର ଡୋଜ ସମ୍ପର୍ଣ୍ଣ ଅନ୍ତଃଶ୍ୱସକ (inhaler), ବଟିକା/ପିଲ ଓ ନାକ ସ୍ପ୍ରେ ଆକାରରେ ମିଳେ । [୧][୨] ଏହା ସିଓପିଡି ଓ ଆଜ୍‌ମା ରୋଗମାନଙ୍କର ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ଅନ୍ତଃଶ୍ୱସକ ଆକାରଟି ଦିଆଯାଏ ।[୧][୩] ଆଲର୍ଜିକ ରାଇନାଇଟିସନାଜାଲ ପଲିପରେ ନାକ ସ୍ପେ ଦିଆଯାଏ ।[୪][୨] ଇନଫ୍ଲାମେଟରି ବାୱେଲ ଡିଜିଜ କ୍ରନ ରୋଗଅଲସରେଟିଭ କୋଲାଇଟିସ ରୋଗମାନଙ୍କରେ ପିଲ ବା ବଟିକା ଦିଆଯାଏ ।[୫]

ଏହାର ଅନ୍ତଃଶୋସକ (inhaled) ଶ୍ରେଣୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସାଧାରଣଃ ଶ୍ୱାସ ସଂକ୍ରମଣ, କାଶମୁଣ୍ଡବଥା ହୁଏ । ପିଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଥକ୍କା ଅନୁଭବ, ବାନ୍ତିଗଣ୍ଠି ଯନ୍ତ୍ରଣା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସଂକ୍ରମଣ ସଙ୍କଟ, ଅସ୍ଥିବଳର ହ୍ରାସ ଓ ପରଳ ଅଧିକ ଦେଖାଯାଏ । ଦୀର୍ଘକାଳୀନ ବ୍ୟବ‌ହାର ପରେ ଆଡ୍ରେନାଲ ଅଭାବ ଦେଖାଯାଏ । ଏଥି ସକାଶେ ହଠାତ୍ ଔଷଧ ଦେବା ବନ୍ଦ କରିବା ବିପଦଜନ‌କ ସାବ୍ୟସ୍ତ ହୁଏ । ଗର୍ଭାବସ୍ଥାରେ ଅନ୍ତଶୋସକ ଆକାର ସାଧାରଣତଃ ନିରାପଦ ଥାଏ । ବୁଡେସୋନାଇଡ ଏକ ଗ୍ଲୁକୋକର୍ଟିକଏଡ ଔଷଧ ।[୧]

ବୁଡେସୋନାଇଡ ସନ ୧୯୭୩ରେ ପେଟେଣ୍ଟ ଲାଭ କରିଥଲା ।[୬] ଆଜ୍‌ମା ନିମନ୍ତେ ଏହାର ବ୍ୟବସାୟୀକ ଉତ୍ପାଦନ ସନ ୧୯୮୧ରେ ଆରମ୍ଭ ହେଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହାର କେତେକ ଶ୍ରେଣୀ ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୯] ୨୦୦ ଡୋଜ ଥିବା ଅନ୍ତଃଶୋସକର ମୂଲ୍ୟ ପ୍ରାୟ ୫ରୁ ୭ ଆମେରିକୀୟ ଡଲାର ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଅନ୍ତଃଶୋସକର ମୂଲ୍ୟ ପ୍ରାୟ ୧୨୦ରୁ ୧୬୦ ଡଲାର ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Budesonide". The American Society of Health-System Pharmacists. Retrieved Dec 2, 2015.
  2. ୨.୦ ୨.୧ "Budesonide eent". The American Society of Health-System Pharmacists. Retrieved Dec 2, 2015.
  3. De Coster, DA; Jones, M (2014). "Tailoring of corticosteroids in COPD management". Current respiratory care reports. 3: 121–132. doi:10.1007/s13665-014-0084-2. PMID 25089228.
  4. Rudmik, L; Schlosser, RJ; Smith, TL; Soler, ZM (July 2012). "Impact of topical nasal steroid therapy on symptoms of nasal polyposis: a meta-analysis". The Laryngoscope. 122 (7): 1431–7. doi:10.1002/lary.23259. PMID 22410935.
  5. Silverman J, Otley A (2011). "Budesonide in the treatment of inflammatory bowel disease". Expert Rev Clin Immunol. 7 (4): 419–28. doi:10.1586/eci.11.34. PMID 21790284.
  6. Domeij, Bengt (2000). Pharmaceutical patents in Europe. The Hague: Kluwer Law International. p. 278. ISBN 9789041113481.
  7. Hamley, Peter (2015). Small Molecule Medicinal Chemistry: Strategies and Technologies. John Wiley & Sons. p. 390. ISBN 9781118771693.
  8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 451. ISBN 9781284057560.
  10. "Budesonide". International Drug Price Indicator Guide. Archived from the original on 26 April 2020. Retrieved 5 December 2015.