ଫିନୋବାର୍ବିଟାଲ
Clinical data | |
---|---|
Trade names | Luminal |
AHFS/Drugs.com | monograph |
MedlinePlus | a682007 |
Pregnancy category | |
Dependence liability | High |
Routes of administration | Oral (PO), rectal (PR), parenteral (intramuscular and intravenous) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | >95% |
Protein binding | 20 to 45% |
Metabolism | Hepatic (mostly CYP2C19) |
Onset of action | within 5 min (IV) and 30 min (PO)[୧] |
Elimination half-life | 53 to 118 hours |
Duration of action | 4 hrs[୧] to 2 days[୨] |
Excretion | Renal and fecal |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.007 |
Chemical and physical data | |
Formula | C12H12N2O3 |
Molar mass | 232.235 g/mol |
3D model (JSmol) | |
| |
| |
(verify) |
ଫିନୋବାର୍ବିଟାଲ, ଅନ୍ୟ ନାମ ଫିନୋବାର୍ବିଟୋନ ଔଷଧ କେତେକ ପ୍ରକାରର ଅପସ୍ମାର ବାତ ବା ଏପିଲେପ୍ସି ରୋଗ ଚିକିତ୍ସା ନିମନ୍ତେ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି ।[୩] ବିକଶିତ ଦେଶମାନଙ୍କରେ ନବଜାତ ଶିଶୁଙ୍କର ବାତ ବା ସିଜର ହେଲେ ବ୍ୟବହାର କରାଯାଏ,[୪] କିନ୍ତୁ ଅନ୍ୟମାନଙ୍କ ନିମନ୍ତେ ଅନ୍ୟ ଔଷଧ ଦିଆଯାଏ ।[୫] ଏହି ଔଷଧ ପାଟିରେ ଖାଇବାକୁ ଦିଆଯାଏ; ଶୀରାରେ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ସ୍ଟାଟସ ଏପିଲେପ୍ଟିକସରେ ଏହାର ଇଞ୍ଜେକସନ ଦିଆଯାଏ ।[୧] ବେଳେବେଳେ ନିଦ୍ରାହୀନତା, ଉତ୍କଣ୍ଠା, ଡ୍ରଗ ଉଇଥଡ୍ରଆଲ ନିମନ୍ତେ ଏହା ଦିଆଯାଏ ଓ ଅପରେଶନ ସମୟରେ ଦିଆଯାଏ ।[୧] ଇଞ୍ଜେକସନ ଆକାରରେ ଦେଲେ ଏହା ୫ ମିନିଟ ମଧ୍ୟରେ କାର୍ଯ୍ୟକାରୀ ହୁଏ ଓ ପାଟିରେ ଦେଲେ ଅଧ ଘଣ୍ଟା ଲାଗେ ।[୧] ଏହାର ପ୍ରଭାବ ୪ ଘଣ୍ଟାରୁ ୨ ଦିନ ପର୍ଯ୍ୟନ୍ତ ରହେ ।[୧][୨]
ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନିମ୍ନ ଚେତନ ସ୍ତର ହୁଏ ଓ ଶ୍ୱାସକ୍ରିୟା ନିମନ୍ତେ ପ୍ରଚେଷ୍ଟା କମିଯାଏ । ଦୀର୍ଘକାଳୀନ ବ୍ୟବହାରରେ ଡ୍ରଗ ଉଇଥଡ୍ରୟାଲ ଓ ଡ୍ରଗ ଅପପ୍ରୟୋଗ ହୁଏ । ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଏ । [୧] ଗର୍ଭାବସ୍ଥାରେ ଏହି ଔଷଧ ହାନୀ କରେ ।[୧][୬] ସ୍ତନ୍ୟପାନ ସମୟରେ ଦେଲେ ଏହା ଶିଶୁକୁ ନିଦ୍ରାଳୁ କରାଏ ।[୭] ବୟସ୍କ ଲୋକ ଓ ଯକୃତ ତଥା ବୃକ୍କ ରୋଗ ଥିଲେ ଅଳ୍ପ ମାତ୍ରେ ଏହା ବ୍ୟବହାର କରାଯାଏ ।[୧] ଏହା ଗାବା ନିଉରୋଟ୍ରାନସମିଟରର କ୍ରିୟାକଳାପକୁ ବଢ଼େଇ ଦିଏ ।[୧]
ସନ ୧୯୧୨ରେ ଫିନୋବାର୍ବିଟାଲ ଆବିଷ୍କୃତ ହୋଇଥିଲେ ମଧ୍ୟ ଏହା ଅଦ୍ୟାପି ବ୍ୟବହୃତ ସର୍ବାଧିକ ପୁରୁଣା ଆଣ୍ଟିସିଜର ଔଷଧ ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଆଣ୍ଟିସିଜର ଔଷଧ ମଧ୍ୟରେ ଏହା ସବୁଠାରୁ କମ ଦାମିକା (ବାର୍ଷିକ ଖର୍ଚ୍ଚ ପ୍ରାୟ ୫ ଆମେରିକୀୟ ଡଲାର) ।[୧୧] କେତେକ ଦେଶରେ ଏହା ନିୟନ୍ତ୍ରିତ ଔଷଧ ହୋଇଥିବାରୁ ମିଳେନାହିଁ ।[୧୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Phenobarbital". The American Society of Health-System Pharmacists. Retrieved Aug 14, 2015.
- ↑ ୨.୦ ୨.୧ Marx, John A. (2010). Rosen's emergency medicine : concepts and clinical practice (7 ed.). Philadelphia: Mosby/Elsevier. p. 1352. ISBN 9780323054720.
- ↑ Ilangaratne, NB; Mannakkara, NN; Bell, GS; Sander, JW (Dec 1, 2012). "Phenobarbital: missing in action". Bulletin of the World Health Organization. 90 (12): 871-871A. doi:10.2471/BLT.12.113183. PMID 23284189.
- ↑ Brodie, MJ; Kwan, P (December 2012). "Current position of phenobarbital in epilepsy and its future". Epilepsia. 53 Suppl 8: 40–6. PMID 23205961.
- ↑ "The epilepsies: the diagnosis and management of the epilepsies in adults and children in primary and secondary care NICE guidelines [CG137]". National Institute for Health and Care Excellence. January 2012.
{{cite web}}
:|access-date=
requires|url=
(help); Missing or empty|url=
(help) - ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ "Phenobarbital use while Breastfeeding". 2013. Retrieved 14 August 2015.
- ↑ Stevens, George M. Brenner, Craig W. (2013). Pharmacology (4th ed.). Philadelphia, PA: Elsevier/Saunders. p. 204. ISBN 9781455702787.
{{cite book}}
: CS1 maint: multiple names: authors list (link) - ↑ Engel, Jerome (2008). Epilepsy : a comprehensive textbook (2nd ed.). Philadelphia: Wolters Kluwer Health/Lippincott Williams & Wilkins. p. 1431. ISBN 9780781757775.
- ↑ "WHO Model List of Essential Medicines" (PDF). World Health Organization. March 2005. Archived from the original (PDF) on 2007-02-12. Retrieved 2006-03-12.
- ↑ ୧୧.୦ ୧୧.୧ Newton, CR (29 September 2012). "Epilepsy in poor regions of the world". Lancet. 380 (9848): 1193–201. doi:10.1016/S0140-6736(12)61381-6. PMID 23021288.