Jump to content

ପେଣ୍ଟୋବାର୍ବିଟାଲ

ଉଇକିପିଡ଼ିଆ‌ରୁ
ପେଣ୍ଟୋବାର୍ବିଟାଲ
Clinical data
Trade namesNembutal
AHFS/Drugs.commonograph
MedlinePlusa682416
data
Pregnancy
category
  • AU: C
  • US: D (Evidence of risk)
    Routes of
    administration
    By mouth, IV, IM, rectal; also intraperitoneal & intracardiac (for animal euthanasia)
    ATC code
    Legal status
    Legal status
    Pharmacokinetic data
    Bioavailability70–90% (oral); 90% (rectal)
    Protein binding20–45%
    MetabolismLiver
    Elimination half-life15–48 hours
    ExcretionKidney
    Identifiers
    • 5-Ethyl-5-(1-methylbutyl)-2,4,6(1H,3H,5H)-pyrimidinetrione
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.895 Edit this at Wikidata
    Chemical and physical data
    FormulaC11H18N2O3
    Molar mass୨୨୬.୨୮ g·mol−1
    3D model (JSmol)
    • O=C1NC(=O)NC(=O)C1(C(C)CCC)CC
    • InChI=1S/C11H18N2O3/c1-4-6-7(3)11(5-2)8(14)12-10(16)13-9(11)15/h7H,4-6H2,1-3H3,(H2,12,13,14,15,16) checkY
    • Key:WEXRUCMBJFQVBZ-UHFFFAOYSA-N checkY
      (verify)

    ପେଣ୍ଟୋବାର୍ବିଟାଲ ହେଉଛି ଏକ ଔଷଧ ଯାହା ସାଂଘାତିକ ଅପସ୍ମାର, ତୀବ୍ର ଉତ୍ତେଜନା, ନିଦ୍ରାହୀନତାର ସ୍ୱଳ୍ପ କାଳୀନ ଚିକିତ୍ସା, ଅସ୍ତ୍ରୋପଚାର ଏବଂ କୋମାରେ ରଖିବା ପାଇଁ ବ୍ୟବହୃତ ହୋଇଛି | [] ଏହା ମାଂସପେଶୀ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ବ୍ୟବହୃତ ହୁଏ | [] ଯୁକ୍ତରାଷ୍ଟ୍ରରେ ପାଟି ସୂତ୍ର ବନ୍ଦ କରାଯାଇଛି। [] ଶିରାକୁ ଦିଆଯିବା ପରେ ଏକ ମିନିଟ୍ ମଧ୍ୟରେ ଏବଂ ଏକ ମାଂସପେଶୀରେ ଦିଆଯିବାର ୨୫ ମିନିଟ୍ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ | [] ଯେତେବେଳେ ଶିରାରେ ଦେଲେ ତାହାର ପ୍ରଭାବ ପ୍ରାୟ ୧୫ ମିନିଟ୍ ରହିଥାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ବାନ୍ତି ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଡେଲିରିୟମ୍, ଅବବ୍ୟବ‌ହାର, ଶ୍ୱାସକ୍ରିୟା ସମାପ୍ତି ଏବଂ ଆନାଫାଇଲକ୍‌ସିସ ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [] ଏହା ବାର୍ବିଚୁରେଟ ଶ୍ରେଣୀର ଏକ ଔଷଧ | [] ମସ୍ତିଷ୍କରେ ଜିଏବିଏ (ଗାବା)ର କାର୍ଯ୍ୟକଳାପ ବୃଦ୍ଧି କରି ଏହା କାର୍ଯ୍ୟକ୍ଷମ ହୁଏ | []

    ୧୯୩୦ ମସିହାରେ ଜନ ଲୁଣ୍ଡିଙ୍କଦ୍ୱାରା ପେଣ୍ଟୋବାର୍ବିଟାଲ୍ ଆମେରିକାରେ ଚିକିତ୍ସା ବ୍ୟବହାରରେ ଆସିଥିଲେ | [] ୧୯୭୦ ଦଶକରେ ସେଗୁଡିକର ବହୁଳ ଭାବରେ ଅପବ୍ୟବ‌ହାର କରାଯାଇଥିଲା ଏବଂ ସେମାନଙ୍କର ରଙ୍ଗ ହେତୁ "ହଳଦିଆ ଜ୍ୟାକେଟ୍" ଭାବରେ ଜଣାଶୁଣା ଥିଲା | [] ଏହା ପଶୁମାନଙ୍କ ପାଇଁ ଇଉଥାନାସିଆ/କଷ୍ଟ ବିହୀନ ମୃତ୍ୟୁ ଏବଂ କେତେକ ଆମେରିକାର ରାଜ୍ୟ ଅପରାଧୀଙ୍କ ମୃତ୍ୟୁ ପାଇଁ ବ୍ୟବହୃତ ହୁଏ | [] [] ୧୯୬୨ ମସିହାରେ ମେରିଲିନ ମନରୋଙ୍କ ମାତ୍ରାଧିକ

    ପେଣ୍ଟୋବାର୍ବିଟାଲ୍ ଏବଂ କ୍ଲୋରାଲ ହାଇଡ୍ରେଟ ସେବନ ହେତୁ ମୃତ୍ୟୁ ହୋଇଥିଲା | []

    1. 1 2 "Pentobarbital Monograph for Professionals". Drugs.com (in ଇଂରାଜୀ). Archived from the original on 30 June 2018. Retrieved 11 December 2020.
    2. 1 2 3 4 5 6 7 "Pentobarbital Monograph for Professionals". Drugs.com (in ଇଂରାଜୀ). Archived from the original on 30 June 2018. Retrieved 11 December 2020.
    3. Administration, Food and Drug. Approved Drug Products with Therapeutic Equivalence Evaluations - FDA Orange Book 32nd Edition (2012): FDA Orange Book 32nd Edition (2012) (in ଇଂରାଜୀ). DrugPatentWatch.com. p. PR736. ISBN 978-1-934899-82-3. Archived from the original on 28 August 2021. Retrieved 11 December 2020.
    4. Lamberth, Clemens; Dinges, Jürgen (2012). Bioactive Heterocyclic Compound Classes: Pharmaceuticals (in ଇଂରାଜୀ). John Wiley & Sons. p. PA30. ISBN 978-3-527-66447-4. Archived from the original on 28 August 2021. Retrieved 11 December 2020.
    5. Caroline, Nancy L.; Elling, Bob (2007). Nancy Caroline's Emergency Care in the Streets, Volume 2 (in ଇଂରାଜୀ). Jones & Bartlett Learning. p. SA33-PA17. ISBN 978-0-7637-4239-3. Archived from the original on 28 August 2021. Retrieved 11 December 2020.
    6. "Why the Justice Department's Plan to Use a Single Drug for Lethal Injections Is Controversial". Time. 2019. Archived from the original on 11 December 2020. Retrieved 11 December 2020.
    7. "What Happens When You Put Your Pet to Sleep?". WebMD (in ଇଂରାଜୀ). Archived from the original on 16 November 2020. Retrieved 11 December 2020.
    8. "New Chapter in the Mystery of Marilyn: Her Own Words?". Los Angeles Times. 5 August 2005. Archived from the original on 1 August 2020. Retrieved 11 December 2020.