ନିଲାଙ୍ଗା
ଦେଖଣା
Nilanga | |
---|---|
town | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Latur |
Taluka | Nilanga |
Elevation | 583 m (1,913 ft) |
Population (2011) | |
• Total | ୩୬,୧୧୨[୧] |
ଭାଷା | |
• ସରକାରୀ | Marathi |
Time zone | UTC+5:30 (IST) |
Lok Sabha constituency | Latur |
Vidhan Sabha constituency | Nilanga[୨] |
ନିଲାଙ୍ଗା ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଲତୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନିଲାଙ୍ଗା ୧୮.୧୧୬୮ ଉତ୍ତର ଅକ୍ଷାଂଶ ଓ ୭୬.୭୫୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୨ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଲାଙ୍ଗା ସହରର ମୋଟ ଜନସଂଖ୍ୟା ୩୧୬୬୦ ଅଟେ ।[୪] ସେଥି ମଧ୍ୟରୁ ୫୨.୦୩% ଜଣ ପରୁଷ ହୋଇଥିବା ବେଳେ ୪୭.୯୭% ଜଣ ନାରୀ ଅଟନ୍ତି । ନିଲାଙ୍ଗାର ସାକ୍ଷରତା ହାର ୬୫.୮୭% ଅଟେ । ଏହା ଜାତୀୟ ହାରଠାରୁ ୧.୦୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୩୫% ପ୍ରତିଶତ ପୁରୁଷ ଓ ୨୭.୫୨% ନାରୀ ଅଟନ୍ତି । ୧୪.୯୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ମରାଠୀ ନିଲାଙ୍ଗାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Nilanag city population". census2011. Retrieved 19 July 2015.
- ↑ "Assembly Constituencies-Post delimitation: Maharashtra: Latur District" (PDF). National Informatics Centre, Government of India. Archived from the original (PDF) on 2013-04-29. Retrieved 2015-10-01.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.