ନିଲାଙ୍ଗା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nilanga
town
ଦେଶ India
ରାଜ୍ୟMaharashtra
ଜିଲ୍ଲାLatur
TalukaNilanga
Elevation
583 m (1,913 ft)
Population
 (2011)
 • Total୩୬,୧୧୨[୧]
ଭାଷା
 • ସରକାରୀMarathi
Time zoneUTC+5:30 (IST)
Lok Sabha constituencyLatur
Vidhan Sabha constituencyNilanga[୨]

ନିଲାଙ୍ଗା ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଲତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନିଲାଙ୍ଗା ୧୮.୧୧୬୮ ଉତ୍ତର ଅକ୍ଷାଂଶ ଓ ୭୬.୭୫୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଲାଙ୍ଗା ସହରର ମୋଟ ଜନସଂଖ୍ୟା ୩୧୬୬୦ ଅଟେ ।[୪] ସେଥି ମଧ୍ୟରୁ ୫୨.୦୩% ଜଣ ପରୁଷ ହୋଇଥିବା ବେଳେ ୪୭.୯୭% ଜଣ ନାରୀ ଅଟନ୍ତି । ନିଲାଙ୍ଗାର ସାକ୍ଷରତା ହାର ୬୫.୮୭% ଅଟେ । ଏହା ଜାତୀୟ ହାରଠାରୁ ୧.୦୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୩୫% ପ୍ରତିଶତ ପୁରୁଷ ଓ ୨୭.୫୨% ନାରୀ ଅଟନ୍ତି । ୧୪.୯୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ମରାଠୀ ନିଲାଙ୍ଗାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Nilanag city population". census2011. Retrieved 19 July 2015.
  2. "Assembly Constituencies-Post delimitation: Maharashtra: Latur District" (PDF). National Informatics Centre, Government of India. Archived from the original (PDF) on 2013-04-29. Retrieved 2015-10-01.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]