ମାଗାଦି
ଦେଖଣା
Magadi, karnataka
ಮಾಗಡಿ | |
---|---|
town | |
ଦେଶ | India |
ରାଜ୍ୟ | Karnataka |
ଜିଲ୍ଲା | Ramanagara district |
Elevation | 925 m (3,035 ft) |
Population (2001) | |
• Total | ୨୫,୦୦୦ |
ଭାଷା | |
• ସରକାରୀ | Kannada |
Time zone | UTC+5:30 (IST) |
PIN |
ମାଗାଦି ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ବଙ୍ଗଲୋରେ ରୁରଲ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାଗାଦି ୧୨.୯୫୭୦ ଉତ୍ତର ଅକ୍ଷାଂଶ ଓ ୭୭.୨୨୩୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୩୪୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଗାଦି ସହରର ମୋଟ ଜନସଂଖ୍ୟା ୨୫୦୦୦ ଅଟେ ।[୨] ସେଥି ମଧ୍ୟରୁ ୫୦.୯୯% ଜଣ ପରୁଷ ହୋଇଥିବା ବେଳେ ୪୯.୦୧% ଜଣ ନାରୀ ଅଟନ୍ତି । ମାଗାଦିର ସାକ୍ଷରତା ହାର ୬୬.୯୯% ଅଟେ । ଏହା ଜାତୀୟ ହାରଠାରୁ ୨.୧୫% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୨% ପ୍ରତିଶତ ପୁରୁଷ ଓ ୨୯.୫୭% ନାରୀ ଅଟନ୍ତି । ୧୨.୪୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]କନ୍ନଡ ମାଗାଦିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.