ପାଲାକ୍କଡ଼

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Palakkad
പാലക്കാട്
City
Country India
StateKerala
DistrictPalakkad District
Government
 • TypeMunicipality
 • BodyPalakkad Municipality
 • Municipal ChairmanP.V.Rajesh
 • District CollectorMary Kutty issac IAS
Population
 (2011)[୧]
 • City୧,୩୦,୯୫୫
 • Rank6 th
 • Metro୨୯୩୫୬୬
Languages
 • OfficialMalayalam, English
Time zoneUTC+5:30 (IST)
PIN
678001
Telephone codePalakkad: 91-(0)491
ଯାନବାହାନ ପଞ୍ଚୀକରଣPalakkad KL-09,Alathur KL-49,Mannarkkad KL-50,Ottappalam KL-51,Pattambi KL-52,Chittur KL-70
Literacy94.20%


ପାଲାକ୍କଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର ପଲକ୍କଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାଲାକ୍କଡ଼ ୧୦.୭୭୪୪ ଉତ୍ତର ଅକ୍ଷାଂଶ ଓ ୭୬.୬୫୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୦୫ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲାକ୍କଡ଼ ସହରର ମୋଟ ଜନସଂଖ୍ୟା ୩୧୮୮୪ ଅଟେ ।[୪] ସେଥି ମଧ୍ୟରୁ ୪୮.୭୦% ଜଣ ପରୁଷ ହୋଇଥିବା ବେଳେ ୫୧.୩୦% ଜଣ ନାରୀ ଅଟନ୍ତି । ପାଲାକ୍କଡ଼ର ସାକ୍ଷରତା ହାର ୭୮.୯୨% ଅଟେ । ଏହା ଜାତୀୟ ହାରଠାରୁ -୧୪.୦୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୩% ପ୍ରତିଶତ ପୁରୁଷ ଓ ୩୮.୧୯% ନାରୀ ଅଟନ୍ତି । ୯.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ମାଲୟଲାମ ପାଲାକ୍କଡ଼ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Thrissur City" (PDF). Census2011. Retrieved 3 November 2011.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]