ନାର୍ୱାନା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Narwana
Narwana
City
Nickname: 
NRW.
Country India
StateHaryana
DistrictJind
Elevation
225.16 m (738.71 ft)
Population
 (2011)
 • Total୬୨,୦୯୦
Languages spoken
 • ----English, Haryanvi and Hindi
Time zoneUTC+5:30 (IST)
PIN
126116
Telephone code+91-01684-XXXXXX
ଯାନବାହାନ ପଞ୍ଚୀକରଣHR-32


ନାର୍ୱାନା ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ଜିନ୍ଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାର୍ୱାନା ୨୯.୫୯୪୯ ଉତ୍ତର ଅକ୍ଷାଂଶ ଓ ୭୬.୧୧୮୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାର୍ୱାନା ସହରର ମୋଟ ଜନସଂଖ୍ୟା ୫୦୬୫୯ ଅଟେ ।[୨] ସେଥି ମଧ୍ୟରୁ ୫୩.୭୩% ଜଣ ପରୁଷ ହୋଇଥିବା ବେଳେ ୪୬.୨୭% ଜଣ ନାରୀ ଅଟନ୍ତି । ନାର୍ୱାନାର ସାକ୍ଷରତା ହାର ୬୨.୯୯% ଅଟେ । ଏହା ଜାତୀୟ ହାରଠାରୁ ୧.୮୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୭୯% ପ୍ରତିଶତ ପୁରୁଷ ଓ ୨୫.୨୦% ନାରୀ ଅଟନ୍ତି । ୧୪.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ନାର୍ୱାନାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]