ଉଇକିପିଡ଼ିଆ:ଜନ୍ମତିଥି/୧୩/ଖର୍ଚ୍ଚ ଅଟକଳ

ଉଇକିପିଡ଼ିଆ‌ରୁ

ଗତବର୍ଷ ଆୟୋଜିତ ଉଇକିପାଠାଗାର ସଭାର ଖର୍ଚ୍ଚ ଆଧାରରେ, ସମ୍ଭାବ୍ୟ ଖର୍ଚ୍ଚର ଏକ ଛୋଟ ତାଲିକା, ସଂଶୋଧନ ନିମନ୍ତେ ସମସ୍ତେ ମତ ଦେବାକୁ ଅନୁରୋଧ

କାର୍ଯ୍ୟର ନାମ ଖର୍ଚ୍ଚ (ଆନୁମାନିକ) Indian Rupee ₹ ବିବରଣୀ
ଯାତାୟାତ ୪୦,୦୦୦ ନିମନ୍ତ୍ରିତ-ଅତିଥି, ବାହାର ରାଜ୍ୟରୁ ତଥା ରାଜ୍ୟର ଦୂର ପ୍ରାନ୍ତରୁ ଆସୁଥିବା ଉଇକିଆଳିଙ୍କ ପାଇଁ ଯାତାୟତ ଖର୍ଚ୍ଚ ।
ରହଣି ୧୫,୦୦୦ ଭୁବନେଶ୍ଵରରେ ୩ ତାରିଖ ରାତି ୧୦ ଜଣଙ୍କ ରହିବା ନିମନ୍ତେ
ଖିଆ-ପିଆ ୧୦,୦୦୦ ୩ ତାରିଖ ଓ ୪ ତାରିଖ ସକାଳ
ଆୟୋଜନ ସ୍ଥଳ ୫,୦୦୦
ସଭାମଞ୍ଚ ଖର୍ଚ୍ଚ ୫,୦୦୦ ଫ୍ଲେକ୍ସ ବ୍ୟାନର, ଫୁଲ ତୋଡ଼ା, ଛେନାପୋଡ଼, ପାଣି ବୋତଲ, ନୋଟ ଖାତା, କଲମ ଇତ୍ୟାଦି
ଉପହାର ୧୦,୦୦୦ ଉଇକିଆଳି ଓ ଅତିଥିଙ୍କ ପାଇଁ ଆବଶ୍ୟକ ହେବ ।
ଇଣ୍ଟର୍ନେଟ ୧,୦୦୦
ଅନ୍ୟାନ୍ୟ ୪,୦୦୦ ଅଣ-ଯୋଜନା ଖର୍ଚ୍ଚ ନିମନ୍ତେ
ମୋଟ Indian Rupee ₹୯୦,୦୦୦ ----
ଯିବା ଆସିବା ଖର୍ଚ୍ଚ ଓ ଉପ‌ହାର ନିମନ୍ତେ ଅଧିକ ଆବଶ୍ୟକ । ବାହାରେ ରହୁଥିବା ଉଇକିଆଳିମାନେ ଅଧିକ ସଂଖ୍ୟାରେ ଯୋଗ ଦେଲେ ଅଧିକ ଖର୍ଚ୍ଚ ହେବ । ଏହି ଦୁଇଟି ଆପେକ୍ଷିକ ଖର୍ଚ୍ଚ ।--Subas Chandra Rout (ମୋ ଆଲୋଚନା) ୦୩:୫୩, ୯ ମଇ ୨୦୧୫ (UTC)
 Done ଯାତାୟତ ଓ ଉପହାର ବାବଦରେ ଅଧିକ ଅର୍ଥ ରଖାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୦୭, ୯ ମଇ ୨୦୧୫ (UTC)
ଅନ୍ୟାନ୍ୟ ଟା ଟିକେ ବଢେଇଛି ହୁଏତ କାମରେ ଆସିପାରେ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୨:୨୯, ୯ ମଇ ୨୦୧୫ (UTC)

ଆଗକୁ ଥିବା ଜନ୍ମଦୀନ ପାଇଁ ଭୁବନେଶ୍ଵରରେ ବହୁତ ଖର୍ଚ୍ଚ ହେବାର ଅଛି, ସେଥିପାଇଁ ମୁଁ ୧୮-୨୦ ହଜାର ଟଙ୍କା ର Advance ମାଗୁଛି।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୩:୧୪, ୨୦ ମଇ ୨୦୧୫ (UTC): checkY ୨୫ ହଜାର ଟଙ୍କା ମିଳିଲା

ମିଳିଥିବା ରାଶି (ଧାରକ) ଖର୍ଚ୍ଚ Indian Rupee ₹
୪୧,୦୦୦ (ଶୈଳେଶ) ୪୨,୧୦୪