ରେ ଆତ୍ମନ୍ ନିଦ୍ରା ପରିହରି

ଉଇକିପିଡ଼ିଆ‌ରୁ

ରେ ଆତ୍ମନ୍ ନିଦ୍ରା ପରିହରି, ମମତା (୧୯୭୫) କଥାଚିତ୍ରର ଏକ ଗୀତ ଅଟେ । ପ୍ରଣବ ପଟ୍ଟନାୟକ ଏହି ଗୀତଟିକୁ ଗାଇଥିଲେ ଓ ପ୍ରଫୁଲ୍ଲ କର ଏହି ଗୀତଟି ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧] [୨] ଏହି ଗୀତଟିକୁ ମଧୁସୂଦନ ରାଓ ତାଙ୍କ ଜୀବନ ଚିନ୍ତା କବିତାରେ ଲେଖିଥିଲେ ।[୩]

କିଛି ଅଂଶ[ସମ୍ପାଦନା]

ରେ ଆତ୍ମନ୍ ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ, କର କର ନିରୀକ୍ଷଣ
ନିଶବ୍ଦେ ଜୀବନ-ସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ।

ଆଧାର[ସମ୍ପାଦନା]

  1. themusepaper. "top-ten-oriya-songs". Retrieved 18 August 2014.
  2. odiamusic. "Mamata". Archived from the original on 28 June 2014. Retrieved 18 August 2014.
  3. eodisha.org. "ରେ ଆତ୍ମନ ନିଦ୍ରା ପରିହରି". Archived from the original on 17 July 2014. Retrieved 18 August 2014.

ବାହାର ଲିଙ୍କ[ସମ୍ପାଦନା]