ଆଲୋଚନା:ଦେବୁ ବୋଷ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଛବିଟି କାହିଁକି ଦେଖା ଯାଉନି ଟିକେ ଦେଖିବେ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୫୪, ୬ ଫେବୃଆରୀ ୨୦୧୪ (UTC)

ଭାଇ ଆପଣ ଫୋଟ ଓଡିଆ ଉଇକିରେ ଅପ୍ଲୋଡ କରିଥିଲେ ନା କମନ୍ସରେ ?--ଶିତିକଣ୍ଠ (ଆଲୋଚନା) ୧୦:୦୩, ୬ ଫେବୃଆରୀ ୨୦୧୪ (UTC)
ଛବିଟି ଇଂରାଜୀ ଉଇକିପିଡ଼ିଆରେ ଥିବାରୁ ଦେଖାଯାଉନି, ଏହା ଉଇକିମିଡ଼ିଆ କମନ୍ସରେ କିମ୍ବା ଓଡ଼ିଆ ଉଇକିପିଡ଼ିଆରେ ଥିଲେ ଦେଖାଯାଇଥାନ୍ତା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୨୪, ୬ ଫେବୃଆରୀ ୨୦୧୪ (UTC)
ଅପଲୋଡ ଅନ୍ୟ କେହି ଜଣେ କରିଛନ୍ତି । ମୁଁ ତାକୁ ବ୍ୟବହାର କରିବାକୁ ଚାହୁଁଥିଲି । ଛବି ବାବଦରେ ଗୋଟିଏ ସନ୍ଦେଶ ମଧ୍ୟ ଦିଆଯାଇଛି " This is a candidate to be copied to Wikimedia Commons. " । ଯଦି କମନ୍ସକୁ ପଠାଯାଇପାରନ୍ତା, ସମସ୍ତେ ବ୍ୟବହାର କରିପାରନ୍ତେ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୫୪, ୬ ଫେବୃଆରୀ ୨୦୧୪ (UTC)
ଭାଇ ବର୍ତ୍ତମାନ ପାଇଁ ଏହାକୁ ଆମ ଉଇକିରେ ଅପ୍ଲୋଡ କରିଦେଇଛି, ଆମର କାମ ଚଳିଯିବ । ଯେବେ କମନ୍ସରେ ଅପ୍ଲୋଡ ହେବ ବଦଳେଇଦେବା । :) --ଶିତିକଣ୍ଠ (ଆଲୋଚନା) ୧୪:୪୧, ୬ ଫେବୃଆରୀ ୨୦୧୪ (UTC)