ପ୍ରଥମ ନରସିଂହ ଦେବ

ଉଇକିପିଡ଼ିଆ‌ରୁ

ପ୍ରଥମ ନରସିଂହ ଦେବ (ଲାଙ୍ଗୁଳା ନରସିଂହ ଦେବ ନାମରେ ମଧ୍ୟ ଜଣା) ପୂର୍ବ ଗଙ୍ଗବଂଶ ଶାସିତ ଉତ୍କଳର ଜଣେ ନରପତି ଥିଲେ । ସେ ୧୨୩୮ ଖ୍ରୀ.ଅ.ରୁ ୧୨୬୪ ଯାଏଁ ଶାସନ କରିଥିଲେ । ତାଙ୍କ ଶାସନକାଳରେ ପ୍ରତିଷ୍ଠିତ ମନ୍ଦିରମାନଙ୍କ ଭିତରୁ କୋଣାର୍କର କୋଣାର୍କ ମନ୍ଦିର[୧], ବାଲେଶ୍ୱରର ରାଇବଣିଆ ଦୁର୍ଗସମୂହ[୨][୩], ଢେଙ୍କାନାଳର କପିଳାସ ଶିବ ମନ୍ଦିର ତଥା ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର ତୋଳାଇଥିଲେ ।

ଆଧାର[ସମ୍ପାଦନା]

  1. "World Heritage Sites - Konarak - Sun Temple - Introduction".
  2. Stirling's Orissa p. 77
    "The boldnes and enterprise of the Orissan monarchs in those days, may surprise us when we consider the situation of Kola in the heart of Central India beyond Kalberga and Bedar".
  3. THE FORT OF BARABATI. Dr H.C. Das. pp.3