ନମସ୍କାର, Binaya Kumar Mahapatra, ଉଇକିପିଡ଼ିଆକୁ ସ୍ଵାଗତ!
- ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ, କିପରି ବ୍ୟବହାର କରିବେ, ପ୍ରଶ୍ନ ପଚାରିବେ
- ମୁଁ ଆଶା କରୁଛି ଆପଣଙ୍କୁ ଏଠାରେ ଭଲ ଲାଗିବ ଏବଂ ଆପଣଙ୍କ ଅବଦାନ ଜାରି ରହିବ !
ଯଦି ଆପଣ କିଛି ପଚାରିବାକୁ ଚାହୁଛନ୍ତି, ମୋ ଆଲୋଚନା ପୃଷ୍ଠା ବା ଆଲୋଚନା ସଭାରେ ପଚାରିପାରିବେ । ଧନ୍ୟବାଦ! -- ଅηsuмaη Talk ୦୫:୪୬, ୩୦ ମାର୍ଚ ୨୦୧୨ (UTC)
|
ଆଦରର Binaya Kumar Mahapatra!,
{{ safesubst:#if: |{{{message}}}| ଆପଣ ଉଇକିପିଡ଼ିଆରେ ଲେଖିବା ବାବଦରେ ଏକ କର୍ମଶାଳାରେ ଯୋଗ ଦେଇଥିଲେ ।
- ♦ ଯଦି ଆପଣଙ୍କୁ କୌଣସି ପ୍ରକାରର ସହଯୋଗ ଲୋଡ଼ା ତେବେ ଦୟାକରି ଏହି ଲିଙ୍କକୁ ଯାଆନ୍ତୁ: ଚାଟସଭା
- ଯଦି ଆପଣ କି ପ୍ରକାରର ପ୍ରସଙ୍ଗ ଲେଖିବେ ତାହା ଜାଣିପାରୁନାହାନ୍ତି ତେବେ ଏଠାରେ ଆପଣଙ୍କ ପାଇଁ ପାଞ୍ଚୋଟି ନମୁନା ରହିଲା: ଅନୁଗୋଳ, ନାଲକୋନଗର, ନାଲକୋ, ଦେଉଳଝରି ଉଷ୍ଣପ୍ରସ୍ରବଣ ଓ [[ବିଜୁ ପଟ୍ଟନାୟକ] ।
- ♦ ଉପରେ ଥିବା ଲିଙ୍କରେ କ୍ଲିକ କରି ପ୍ରସଙ୍ଗଟି ପଢ଼ନ୍ତୁ, ସେଥିରେ କିଛି ଭୁଲ ଥିଲେ ବାଛନ୍ତୁ, ଏହାକୁ ବଦଳାନ୍ତୁରେ କ୍ଲିକ କରନ୍ତୁ, ତହିଁରେ କିଛି ଉପଯୋଗୀ ତଥ୍ୟ ଯୋଡ଼ନ୍ତୁ ଓ ଏକ ପ୍ରମାଣଯୋଗ୍ୟ ମୂଳ ଆଧାର ଯହିଁରୁ ଆପଣ ସେହି ତଥ୍ୟ ନେଇଛନ୍ତି ତାହାର ବିବରଣୀ ଦିଅନ୍ତୁ ।
- ♦ ଆପଣ କରିଥିବା ବଦଳର ଏକ ଛୋଟ ସାରକଥା ଦିଅନ୍ତୁ ଓ ସାଇତିବେ ରେ କ୍ଲିକ କରି ଲେଖାଟି ସାଇତନ୍ତୁ ।
ଲେଖି ଚାଲନ୍ତୁ!}}
|
-- ସୁଭ (ଆଲୋଚନା)
ପ୍ରିୟ ଉଇକିଆଳି ବନ୍ଧୁ,
ଆଗାମୀ ୨୫ ତାରିଖ ଦିନ ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର "ଉଇକିପାଠାଗାର"କୁ ବର୍ଷେ ପୂରିବାକୁ ଯାଉଛି । ଏଥି ନିମନ୍ତେ ଆମେ ଭୁବନେଶ୍ୱରରେ ପାଳୁଛୁ ଉଇକିପାଠାଗାରର ପ୍ରଥମ ଜନ୍ମତିଥି । ଆଉ ଏ ଉତ୍ସବରେ ଯୋଗଦେବା ଲାଗି ଆପଣଙ୍କୁ ରହିଲା ବିନୀତ ମାଗୁଣି, ଆସିବେ ନିଶ୍ଚେ । ଅଧିକ କିଛି ଜାଣିବାକୁ ଚାହିଁଲେ ଆମ ସହ ଯୋଗାଯୋଗ କରିପାରିବେ । ଧନ୍ୟବାଦ!
|
|
|
--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)