Jump to content

ସୁବାସ ଚନ୍ଦ୍ର ମିଶ୍ର

ଉଇକିପିଡ଼ିଆ‌ରୁ
ସୁବାସ ଚନ୍ଦ୍ର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1950-07-01) ୧ ଜୁଲାଇ ୧୯୫୦ (ବୟସ ୭୪)
ବୋଡ଼ିଗାଁ, କାମତା-କୁମୁଲି, ନବରଙ୍ଗପୁର
ବୃତ୍ତିଶିକ୍ଷକତା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ଶୈଳୀକଥାକାର ଏବଂ ଗବେଷକ
ସାହିତ୍ୟ କୃତିଆଜ୍ଞା
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪)
ପିତାମାତାମହେଶ୍ୱର ମିଶ୍ର (ପିତା), ମୁକ୍ତା ଦେବୀ (ମାତା)

ସୁବାସ ଚନ୍ଦ୍ର ମିଶ୍ର (ଜନ୍ମ: ୧ ଜୁଲାଇ ୧୯୫୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ପ୍ରାବନ୍ଧିକ, ଗବେଷକ ତଥା ସଂକଳକ । ସେ ୨୦୦୪ ମସିହାରେ ଆଜ୍ଞା ପାଇଁ ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସୁବାସ ଚନ୍ଦ୍ର ମିଶ୍ର ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ସଂଗଠକ, ସ୍ତମ୍ବଲେଖକ, ଆଦିବାସୀ ଭାଷା ଓ ସଂସ୍କୃତିର ଗବେଷକ । ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ଦିଗରେ ସେ ନିରବଚ୍ଛିନ୍ନ ପ୍ର୍ୟୟାସରତ ।[][]

ରଚନାବଳୀ

[ସମ୍ପାଦନା]
  • ଚୈତ୍ରଗାନ
  • ସହିଦ ଲକ୍ଷ୍ମଣ ନାଏକ
  • ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ
  • କୋରାପୁଟର ଗାନ୍ଧି (ରାଧାକୃଷ୍ଣ ବିଶ୍ୱାସରାୟଙ୍କ ଜୀବନୀ)
  • ଶହୀଦ ବଗାପୂଜାରୀ
  • ବିପ୍ଳବୀ ଲକ୍ଷ୍ମୀଚନ୍ଦ୍ର ଦାସ
  • ଜଣେ ସ୍ୱାଧୀନତା ସଂଗ୍ରାମୀର କାହାଣୀ : ରବିସିଂ ମାଝୀଙ୍କ ଜୀବନୀ
  • ଆଜ୍ଞା (ବିଶ୍ୱନାଥ ପଟ୍ଟନାୟକଙ୍କ ଜୀବନୀ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. http://odishasahityaakademi.org/English/sahitya-award10.php
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୮୧. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଅ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୩୮.