କ୍ଷୀରୋଦଚନ୍ଦ୍ର ଦାଶ
ଦେଖଣା
କ୍ଷୀରୋଦଚନ୍ଦ୍ର ଦାଶ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନୃତାଙ୍ଗ, କୁଆଁପାଳ, ମାହାଙ୍ଗା, କଟକ | ୨୬ ଅପ୍ରେଲ ୧୯୫୪
ବୃତ୍ତି | ଅଧ୍ୟାପକ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ତାରୁଣ୍ୟଶତକମ୍ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨ |
କ୍ଷୀରୋଦଚନ୍ଦ୍ର ଦାଶ (ଜନ୍ମ: ୧୯୫୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସଂସ୍କୃତ କବି । ସେ ୧୯୯୨ ମସିହାରେ ସେ ନିଜ ସଂସ୍କୃତ କାବ୍ୟଗ୍ରନ୍ଥ ତାରୁଣ୍ୟଶତକମ୍ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]କ୍ଷୀରୋଦଚନ୍ଦ୍ର ୧୯୫୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ବିଜେବି କଲେଜରେ ଅଧ୍ୟାପନା ଆରମ୍ଭ କରିଥିଲେ । ସଂସ୍କୃତ ଭାଷାରେ ସେ ଅନେକ କାବ୍ୟକବିତା ସହିତ ଓଡ଼ିଆ ଭାଷାରୁ ମଧ୍ୟ ଅନେକ ସ୍ମରଣୀୟ କୃତିକୁ ଅନୁବାଦ କାରିଥିଲେ ।[୨][୩]
ରଚନାବଳୀ
[ସମ୍ପାଦନା]- ତାରୁଣ୍ୟଶତକମ୍
- ଗୀତଭାରତମ୍
- ଅରଣ୍ୟ-ଶସ୍ୟମ୍
- ରମାକାନ୍ତ କବିତା ସଞ୍ଚୟନମ୍ ୨୦୦୧[୪]
- ସଂସ୍କୃତ ନାଟ୍ୟ ସାହିତ୍ୟମ୍
- Cilika: A Romantic Poetic Art
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ତାରୁଣ୍ୟଶତକମ୍) ପାଇଁ - ୧୯୯୨
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର[୫]
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award6.php
- ↑ https://www.scribd.com/search?query=Kshirod%20Chandra
- ↑ ମିଶ୍ର, ରିତମ୍. ମାହାଙ୍ଗା ସାରସ୍ୱତ ସାଧକ. କଟକ: ବିଜୟିନୀ ପବ୍ଲିକେଶନ୍ସ. pp. ୧୭. ISBN 978-81-19198-28-3.
- ↑ chrome-extension://efaidnbmnnnibpcajpcglclefindmkaj/https://sahitya-akademi.org.in/PDF/book-documentry/SANSKRIT.pdf
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୮୫. ISBN 81-7586-097-9.