Jump to content

ମାଭାକାମଟେନ

ଉଇକିପିଡ଼ିଆ‌ରୁ
ମାଭାକାମଟେନ
Clinical data
Trade namesCamzyos
SynonymsMYK-461
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 6-[[(1S)-1-phenylethyl]amino]-3-propan-2-yl-1H-pyrimidine-2,4-dione
Chemical and physical data
FormulaC15H19N3O2
Molar mass୨୭୩.୩୪ g·mol−1
3D model (JSmol)
  • CC(C)N1C(=O)NC(N[C@@H](C)C2=CC=CC=C2)=CC1=O
  • InChI=1S/C15H19N3O2/c1-10(2)18-14(19)9-13(17-15(18)20)16-11(3)12-7-5-4-6-8-12/h4-11,16H,1-3H3,(H,17,20)/t11-/m0/s1
  • Key:RLCLASQCAPXVLM-NSHDSACASA-N

ମାଭାକାମଟେନ, ଇଂରାଜୀ ଭାଷାରେ Mavacamten, ହେଉଛି ଏକ ଔଷଧ ଯାହା ହାଇପରଟ୍ରଫିକ ଅବଷ୍ଟ୍ରକ୍ଟିଭ୍ କାର୍ଡିଓମାଇଓପାଥି (HCOM) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଏ ଏବଂ ବେହୋସ ହୋଇଯାଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ହୃତ୍‌ପିଣ୍ଡ ମାୟୋସିନ୍ ଇନହିବିଟର ।[]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ମାଭାକାମଟେନ ଅନୁମୋଦିତ ହୋଇଥିଲା ।[] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ଯୁକ୍ତରାଜ୍ୟରେ ଉପଲବ୍ଧ ନୁହେଁ ।[] ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧର ଖର୍ଚ୍ଚ ମୂଲ୍ୟ ପ୍ରାୟ ୭,୮୦୦ ଡଲାର ।[]

  1. "Archive copy". Archived from the original on 2022-11-13. Retrieved 2022-11-29.{{cite web}}: CS1 maint: archived copy as title (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Camzyos- mavacamten capsule, gelatin coated". DailyMed. 28 April 2022. Archived from the original on 3 July 2022. Retrieved 15 May 2022."Camzyos- mavacamten capsule, gelatin coated". DailyMed. 28 April 2022. Archived from the original on 3 July 2022. Retrieved 15 May 2022.
  3. "Mavacamten". SPS - Specialist Pharmacy Service. 19 October 2018. Archived from the original on 24 June 2022. Retrieved 12 December 2022.
  4. "Camzyos Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 22 May 2023. Retrieved 12 December 2022.