Jump to content

ପ୍ରସବ ପରବର୍ତ୍ତୀ ନୀଳବର୍ଣ୍ଣ

ଉଇକିପିଡ଼ିଆ‌ରୁ
Postpartum blues
Baby blues, maternity blues
Postpartum depression venus, a representation of the loss and emptiness felt after childbirth.
ବିଭାଗPsychiatry, obstetrics
ଲକ୍ଷଣLow mood, restlessness, irritability, tearfulness[]
ଆକ୍ରାନ୍ତ ସମୟWithin days of childbirth[]
ଅବଧିUp to 2 weeks[]
ବିପଦ କାରକLack of support, premenstrual dysphoric disorder, history of depression[][][]
ସଠିକ ରୋଗ ନିର୍ଣ୍ଣୟPostpartum depression, hypothyroidism[][]
ଔଷଧNo medication indicated[]
ଚିକିତ୍ସାSupportive[]
PrognosisSelf-limited[]
ପୁନଃପୌନିକ50% to 85%[]

ପ୍ରସବ ପରବର୍ତ୍ତୀ ନୀଳବର୍ଣ୍ଣ (ଇଂରାଜୀ ଭାଷାରେ Postpartum blues) ଅନ୍ୟ ନାମ ଶିଶୁ ନୀଳବର୍ଣ୍ଣ ଭାବରେ ମଧ୍ୟ ଜଣାଶୁଣା ଯାହା ପ୍ରସବ ହେବାର କିଛି ସମୟ ପରେ ମହିଳାମାନଙ୍କର ଦୁଃଖର ଆରମ୍ଭ ହୁଏ ।[] [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଦ୍‌ବେଗ, ଅସ୍ଥିରତା, ବିରକ୍ତିକରତା, ଅଶ୍ରୁଳତା, ଭୋକ ଅଭାବ ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[] [] ଲକ୍ଷଣ ଗମ୍ଭୀର ନୁହେଁ ଓ ଦୈନନ୍ଦିନ କାର୍ଯ୍ୟ ଉପରେ ପ୍ରଭାବ ପକାଏ ନାହିଁ ।[] [] ସାଧାରଣତଃ ଶିଶୁ ଜନ୍ମର କିଛି ଦିନ ମଧ୍ୟରେ ଆରମ୍ଭ ହୁଏ ଏବଂ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[]

ଏହାର ମୂଳ କାରଣ ଅସ୍ପଷ୍ଟ ଥିବାବେଳେ ଏହା ହରମୋନ୍ ପରିବର୍ତ୍ତନ ଏବଂ ପ୍ରସବ ଚାପ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ ।[] [] [] ବିପଦର କାରକଗୁଡିକ ମଧ୍ୟରେ ସମର୍ଥନ ଅଭାବ, ପ୍ରାକ ଋତୁସ୍ରାବ ଅସୁଖ ବେମାରୀ ଏବଂ ନିଜର ତ‌ଥା ନିଜ ପରିବାରରେ ଉଦାସୀନତାର ଇତିହାସ ଥାଇପାରେ ।[] [] [] ଯଦି ଲକ୍ଷଣଗୁଡିକ ଅଧିକ ଗୁରୁତର କିମ୍ବା ଦୁଇ ସପ୍ତାହରୁ ଅଧିକ ସମୟ ରହେ, ପ୍ରସବ ପରବର୍ତ୍ତୀ ଅବସାଦ ସମ୍ଭାବନା ବିଚାର କରାଯିବା ଉଚିତ୍ ।[]

ଆଶ୍ୱାସନା, ପର୍ଯ୍ୟାପ୍ତ ନିଦ, ଆତ୍ମ‌ବିଶ୍ୱାସ ଏବଂ ବ୍ୟାୟାମ ଚିକିତ୍ସା ସହାୟକ ହୋଇଥାଏ ।[] [] ରୋଗ ଜଟିଳ ହେଲେ ପରବର୍ତ୍ତୀ ପ୍ରମୁଖ ଅବସାଦ ବେମାରୀ ହୋଇପାରେ ।[] ୫୦%ରୁ ୮୦% ମାଆ ପ୍ରଭାବିତ ହୁଅନ୍ତି ।[] [] ଅଂଶୀଦାରମାନେ ପ୍ରାୟ ୧୦% କ୍ଷେତ୍ରରେ ସମାନ ଲକ୍ଷଣ ଅନୁଭବ କରିପାରନ୍ତି ।[] ପାଶ୍ଚାତ୍ୟ ଜଗତର ଲୋକମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ।[] ଏହି ଅବସ୍ଥା ପ୍ରଥମେ ୧୯୫୨ ମସିହାରେ ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦ ୧.୧ ୧.୨ "Feeling depressed after childbirth". nhs.uk (in ଇଂରାଜୀ). 7 December 2020. Archived from the original on 8 January 2024. Retrieved 8 January 2024.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Baby blues after pregnancy". www.marchofdimes.org (in ଇଂରାଜୀ). Archived from the original on 12 November 2023. Retrieved 8 January 2024.
  3. ୩.୦ ୩.୧ ୩.୨ ୩.୩ Rai, S; Pathak, A; Sharma, I (July 2015). "Postpartum psychiatric disorders: Early diagnosis and management". Indian journal of psychiatry. 57 (Suppl 2): S216-21. doi:10.4103/0019-5545.161481. PMID 26330638.{{cite journal}}: CS1 maint: unflagged free DOI (link)
  4. ୪.୦ ୪.୧ ୪.୨ ୪.୩ Kornstein, Susan G.; Clayton, Anita H. (15 December 2004). Women's Mental Health: A Comprehensive Textbook (in ଇଂରାଜୀ). Guilford Press. pp. 92–93. ISBN 978-1-59385-144-6. Archived from the original on 11 January 2024. Retrieved 8 January 2024.
  5. ୫.୦ ୫.୧ ୫.୨ McGarry, Kelly A. (16 July 2012). The 5-Minute Consult Clinical Companion to Women's Health (in ଇଂରାଜୀ). Lippincott Williams & Wilkins. p. 162. ISBN 978-1-4511-7776-3. Archived from the original on 11 January 2024. Retrieved 8 January 2024.
  6. ୬.୦ ୬.୧ ୬.୨ Mughal, Saba; Azhar, Yusra; Siddiqui, Waquar (2023). "Postpartum Depression". StatPearls. StatPearls Publishing. Archived from the original on 9 January 2024. Retrieved 8 January 2024.
  7. ୭.୦ ୭.୧ ୭.୨ "Postpartum Depression". medlineplus.gov. Archived from the original on 2016-07-27. Retrieved 2020-10-29.
  8. ୮.୦ ୮.୧ "Depression During & After Pregnancy: You Are Not Alone". HealthyChildren.org (in ଇଂରାଜୀ). Archived from the original on 4 January 2024. Retrieved 8 January 2024.
  9. ୯.୦ ୯.୧ Beck, Cheryl Tatano; Driscoll, Jeanne (2006). Postpartum Mood and Anxiety Disorders: A Clinician's Guide (in ଇଂରାଜୀ). Jones & Bartlett Learning. p. 23. ISBN 978-0-7637-1649-3. Archived from the original on 2024-01-11. Retrieved 2024-01-08.