ହେକ୍ସାକ୍ଲୋରୋଫିନ
ଦେଖଣା
Clinical data | |
---|---|
Trade names | pHisoHex, Gamophen, Septisol, Turgex, Germa-Medica, others |
AHFS/Drugs.com | monograph |
Legal status | |
Legal status |
|
Identifiers | |
| |
ECHA InfoCard | 100.000.667 |
Chemical and physical data | |
Formula | C13H6Cl6O2 |
Molar mass | ୪୦୬.୮୯ g·mol−1 |
3D model (JSmol) | |
Density | 1.71 g/cm3 |
Melting point | 163 to 165 °C (325 to 329 °F) |
Boiling point | 471 °C (880 °F) |
| |
|
ହେକ୍ସାକ୍ଲୋରୋଫିନ ଏକ ପୂତିନାଶକ ଔଷଧ ଯାହା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କଦ୍ୱାରା ଅସ୍ତ୍ରୋପଚାର ପୂର୍ବରୁ ହାତକୁ ଜୀବାଣୁମୁକ୍ତ କରିବା ପାଇଁ ବ୍ୟବହୃତ ହୁଏ । [୧] ୧୯୭୦ ଦଶକ ପୂର୍ବରୁ ଏହା ନବଜାତ ଶିଶୁମାନଙ୍କୁ ଧୋଇବା ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା । [୨] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ପ୍ରଦାହ, ଆତପଦାହ ଏବଂ ଶୁଷ୍କ ଚର୍ମ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଟକ୍ସାଇସିଟି ସହିତ ବାତ ଏବଂ ସମ୍ଭାବ୍ୟ ମୃତ୍ୟୁ ହୋଇପାରେ ।[୧] ଅଳ୍ପ ପରିମାଣରେ ଜୀବାଣୁ ବୃଦ୍ଧି ବନ୍ଦ କରିଦିଏ; ତଥାପି ଏହା କିପରି ଘଟେ ତାହା ଅସ୍ପଷ୍ଟ ।[୧]
ହେକ୍ସାକ୍ଲୋରୋଫିନ ୧୯୪୮ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୩] ଯୁକ୍ତରାଷ୍ଟ୍ରରେ ୩% ଦ୍ରବଣ ବିଶିଷ୍ଟ ୧୫୦ ମିଲି ବୋତଲର ମୂଲ୍ୟ ପ୍ରାୟ ୩୬ ଡଲାର ଥିଲା ।[୪] ପରବର୍ତ୍ତୀ ସମୟରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ଏହାକୁ ବନ୍ଦ କରିଦିଆଯାଇଛି | [୧] [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hexachlorophene Monograph for Professionals". Drugs.com (in ଇଂରାଜୀ). Archived from the original on 5 September 2015. Retrieved 10 December 2021.
- ↑ Martin, Richard J.; Fanaroff, Avroy A.; Walsh, Michele C. (4 October 2010). Fanaroff and Martin's Neonatal-Perinatal Medicine E-Book: Diseases of the Fetus and Infant (in ଇଂରାଜୀ). Elsevier Health Sciences. p. 828. ISBN 978-0-323-08111-5. Archived from the original on 11 December 2021. Retrieved 10 December 2021.
- ↑ Pilapil, Virgilio R. (1 March 1966). "Hexachlorophene Toxicity in an Infant". Archives of Pediatrics & Adolescent Medicine. 111 (3): 333. doi:10.1001/archpedi.1966.02090060143023.
{{cite journal}}
:|access-date=
requires|url=
(help) - ↑ "PHisoHex Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.
- ↑ Mehlhorn, Heinz (2008). Encyclopedia of Parasitology: A-M (in ଇଂରାଜୀ). Springer Science & Business Media. p. 1442. ISBN 978-3-540-48994-8. Archived from the original on 2021-12-11. Retrieved 2021-12-10.