ଶ୍ରୀବତ୍ସ ନାୟକ (୧୯୧୯ ଜନ୍ମ)

ଉଇକିପିଡ଼ିଆ‌ରୁ
ଶ୍ରୀବତ୍ସ ନାୟକ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ନିର୍ବାଚନ ମଣ୍ଡଳୀଜଗନ୍ନାଥପ୍ରସାଦ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀଜଗନ୍ନାଥପ୍ରସାଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-01-01)୧ ଜାନୁଆରୀ ୧୯୧୯
ମୃତ୍ୟୁ୧୮ ଜାନୁଆରୀ ୨୦୦୫(2005-01-18) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଆର୍), କଂଗ୍ରେସ (ଇ)
ଜୀବନ ସାଥୀମାଲୁଣି ନାୟକ
ବାପା/ବୋଉମାଙ୍ଗତା ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଶ୍ରୀବତ୍ସ ନାୟକ (୧ ଜାନୁଆରୀ ୧୯୧୯ - ୧୮ ଜାନୁଆରୀ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଗନ୍ନାଥପ୍ରସାଦ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶ୍ରୀବତ୍ସ ନାୟକ ୧୯୧୯ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଙ୍ଗତା ନାୟକ ଓ ପତ୍ନୀଙ୍କ ନାମ ମାଲୁଣି ନାୟକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶ୍ରୀବତ୍ସ ନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୧ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଜଗନ୍ନାଥପ୍ରସାଦ କଂଗ୍ରେସ (ଆର୍)
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଜଗନ୍ନାଥପ୍ରସାଦ ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଜଗନ୍ନାଥପ୍ରସାଦ କଂଗ୍ରେସ (ୟୁ)

ମୃତ୍ୟୁ[ସମ୍ପାଦନା]

ଶ୍ରୀବତ୍ସ ନାୟକ ୨୦୦୫ ମସିହାର ଜାନୁଆରୀ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Sribatcha Nayak". odishaassembly.nic.in. Odisha Assembly. Retrieved 13 September 2022.