ଆଲପେଲିସିବ
ଦେଖଣା
Clinical data | |
---|---|
Trade names | Piqray |
Synonyms | BYL719 |
AHFS/Drugs.com | monograph |
MedlinePlus | a619036 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.233.704 |
Chemical and physical data | |
Formula | C19H22F3N5O2S |
Molar mass | ୪୪୧.୪୭ g·mol−1 |
3D model (JSmol) | |
| |
|
ଆଲପେଲିସିବ, ବିକ୍ରୟ ନାମ ପିକ୍ରାଇ, ହେଉଛି ଏକ କେମୋଥେରାପି ଔଷଧ ଯାହାକି କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୫] ଏହା ଫଲଭେଷ୍ଟ୍ରାଣ୍ଟ ସହିତ ଏକତ୍ର ବ୍ୟବହୃତ ହୁଏ । [୫] ରୋଗ ଖରାପ ନହୋଇ ପ୍ରାୟ ୫ ମାସର ଜୀବନ ଅଧିକ ଦେଇଥାଏ । [୩] ଏହା ପାଟିରେ ଦିଆଯାଏ । [୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ବୃକ୍କ ସମସ୍ୟା, ତରଳ ଝାଡ଼ା, ରାସ, ନିମ୍ନ ରକ୍ତ କଣିକା, ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ବାନ୍ତି ଏବଂ କେଶହାନୀ ହୋଇପାରେ । [୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍, ଅନୁର୍ବରତା ଏବଂ ନିମୋନିଆ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୫] ଏହା ଏକ ଆଲଫା-ନିର୍ଦ୍ଦିଷ୍ଟ ପିଆଇକେ (PI3K) ପ୍ରତିବନ୍ଧକ । [୫]
୨୦୧୯ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୩][୫] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ମାସ ଖର୍ଚ୍ଚର ମୂଲ୍ୟ ୧୭,୦୦୦ ଡଲାର । [୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Piqray Australian prescription medicine decision summary". Therapeutic Goods Administration (TGA). 27 March 2020. Archived from the original on 27 August 2021. Retrieved 16 August 2020.
- ↑ "Alpelisib (Piqray) Use During Pregnancy". Drugs.com. 29 July 2019. Archived from the original on 3 December 2020. Retrieved 16 August 2020.
- ↑ ୩.୦ ୩.୧ ୩.୨ "Piqray EPAR". European Medicines Agency (EMA). 26 May 2020. Archived from the original on 14 August 2020. Retrieved 16 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ "Piqray- alpelisib tablet Piqray- alpelisib kit". DailyMed. 12 June 2020. Archived from the original on 28 October 2020. Retrieved 16 August 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Alpelisib Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2019. Retrieved 19 July 2021.
- ↑ "FDA approves first PI3K inhibitor for breast cancer" (Press release). 24 May 2019. Archived from the original on 25 November 2019. Retrieved 29 May 2019.
- ↑ "Piqray Prices, Coupons & Savings Tips - GoodRx". GoodRx. Archived from the original on 6 October 2021. Retrieved 19 July 2021.