ସେଫ୍ଟାରୋଲିନ ଫୋସାମିଲ
Clinical data | |
---|---|
Pronunciation | /sɛfˈtæroʊliːn/ |
Trade names | Teflaro, Zinforo |
Synonyms | Ceftaroline, PPI 0903, TAK-599 |
AHFS/Drugs.com | monograph |
MedlinePlus | a611014 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Protein binding | 20% |
Elimination half-life | 2.5 hours |
Excretion | Urine (88%), faeces (6%) |
Identifiers | |
| |
Chemical and physical data | |
Formula | C22H21N8O8PS4 |
Molar mass | ୬୮୪.୬୭ g·mol−1 |
3D model (JSmol) | |
| |
| |
(verify) |
ସେଫ୍ଟାରୋଲିନ ଫୋସାମିଲ, ବିକ୍ରୟ ନାମ ଟେଫଲାରୋ ଏବଂ ଜିନ୍ଫୋରୋ, ଏକ ଔଷଧ ଯାହା ଚର୍ମ ଓ କୋମଳ ତନ୍ତୁମାନଙ୍କର ସଂକ୍ରମଣ ଏବଂ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ମେଥିଇସିଲିନ୍-ପ୍ରତିରୋଧୀ <i id="mwGA">ଷ୍ଟାଫିଲୋକୋକସ୍ ଅରିଅସ୍</i> (MRSA) ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । [୧] [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରରେ ଦିଆଯାଏ । [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ରାଶ, ଜ୍ୱର ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, କ୍ଲୋଷ୍ଟ୍ରିଡିଏଡସ୍ ଡିଫାଇସିଲ୍ ସଂକ୍ରମଣ ଏବଂ ଲୋହିଯ ରକ୍ତ କଣିକା ଭାଙ୍ଗିପାରେ । [୨] ଗର୍ଭଧାରଣରେ କୌଣସି କ୍ଷତି ହେବାର କୌଣସି ପ୍ରମାଣ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । [୫] ଏହା ଏକ ସେଫାଲୋସ୍ପୋରିନ୍ ଏବଂ ଜୀବାଣୁ କୋଷର କାନ୍ଥକୁ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ । [୨] [୧]
୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୨ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେଫ୍ଟାରୋଲିନ୍ ଅନୁମୋଦିତ ହୋଇଥିଲା। [୩] [୧] ଏହାକୁ 2019ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତାଲିକାରୁ ବାହାର କରାଯାଇଥିଲା। [୬] ଯୁକ୍ତରାଜ୍ୟରେ ୫ ଦିନର ଚିକିତ୍ସା ପାଇଁ ୨୦୨୧ରେ ପ୍ରାୟ ୩୭୫ ପାଉଣ୍ଡ ଖର୍ଚ୍ଚ ହୁଏ । [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୨୦୦ ଡଲାର । [୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Zinforo EPAR". European Medicines Agency (EMA). Archived from the original on 12 July 2019. Retrieved 1 March 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Teflaro- ceftaroline fosamil powder, for solution". DailyMed. 24 September 2019. Archived from the original on 18 January 2021. Retrieved 1 March 2020.
- ↑ ୩.୦ ୩.୧ "Ceftaroline Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 1 January 2022.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 562. ISBN 978-0857114105.
- ↑ "Ceftaroline (Teflaro) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 2 January 2022.
- ↑ World Health Organization (2019). Executive summary: the selection and use of essential medicines 2019: report of the 22nd WHO Expert Committee on the selection and use of essential medicines. Geneva: World Health Organization. hdl:10665/325773. WHO/MVP/EMP/IAU/2019.05. License: CC BY-NC-SA 3.0 IGO.
- ↑ "Teflaro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 November 2020. Retrieved 2 January 2022.