ଡୋରଜୋଲାମାଇଡ

ଉଇକିପିଡ଼ିଆ‌ରୁ
ଡୋରଜୋଲାମାଇଡ
Clinical data
Trade namesTrusopt, others
AHFS/Drugs.commonograph
MedlinePlusa602022
Pregnancy
category
  • US: C (Risk not ruled out)
Routes of
administration
Topical (eye drops)
Legal status
Legal status
Pharmacokinetic data
Protein binding~33%
Elimination half-life4 months
Identifiers
  • (4S,6S)-4-(ethylamino)-6-methyl-7,7-dioxo-5,6-dihydro-4H-thieno[2,3-b]thiopyran-2-sulfonamide
ECHA InfoCard100.229.271 Edit this at Wikidata
Chemical and physical data
FormulaC10H16N2O4S3
Molar mass୩୨୪.୪୩ g·mol−1
3D model (JSmol)
  • CCNC1CC(C)S(=O)(=O)c2sc(cc12)S(=O)(=O)N
  • InChI=1S/C10H16N2O4S3/c1-3-12-8-4-6(2)18(13,14)10-7(8)5-9(17-10)19(11,15)16/h5-6,8,12H,3-4H2,1-2H3,(H2,11,15,16)/t6-,8-/m0/s1 checkY
  • Key:IAVUPMFITXYVAF-XPUUQOCRSA-N checkY
  (verify)

ଡୋରଜୋଲାମାଇଡ, ଏକ ବିକ୍ରୟ ନାମ ଟ୍ରୁସପଟ, ଏକ ଔଷଧ ଯାହା ଗ୍ଲୁକୋମା ସମେତ ଆଖି ଭିତରେ ଥିବା ଉଚ୍ଚ ଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । [୨] ଔଷଧର ପ୍ରଭାବ ତିନି ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ଅତି କମରେ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । [୨] ଏହା ଡୋରଜୋଲାମାଇଡ୍ / ଟାଇମୋଲୋଲ୍ର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଅସ୍ୱାଭାବିକତା, ଆଖି ଲାଲ ରଙ୍ଗ, ସ୍ୱାଦ ପରିବର୍ତ୍ତନ ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ଅନ୍ତର୍ଭୁକ୍ତ । [୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ । [୨] ସଲଫୋନାମାଇଡ ଆଲର୍ଜି ଥିବା ଲୋକଙ୍କର ଡୋରଜୋଲାମାଇଡ ପାଇଁ ଆଲର୍ଜି ହୋଇପାରେ । [୨] [୩] ଗର୍ଭଧାରଣ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ । [୪] ଏହା ଏକ କାର୍ବୋନିକ ଆନହାଇଡ୍ରେଜ ଇନହିବିଟର ଏବଂ ଆକ୍ୱିଅସ ହ୍ୟୁମର ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ । [୨]

୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋରଜୋଲାମାଇଡ ଅନୁମୋଦିତ ହୋଇଥିଲା । [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ଏକ 5 ମିଲିଲିଟର ବୋତଲ ୨୦୧୯ ସୁଦ୍ଧା ମୂଲ୍ୟ ୨ ପାଉଣ୍ଡରୁ କମ୍ ଅଟେ। [୩] [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୭.୧୦ ଆମେରିକୀୟ ଡଲାର ଅଟେ। [୫] ଯୁକ୍ତରାଷ୍ଟ୍ରରେ ୨୦୧୭ରେ, ଏହା ୨୮୧ତମ ସାଧାରଣତ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୬] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Dorzolamide Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 27 March 2019. Retrieved 26 March 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Dorzolamide Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 27 March 2019. Retrieved 26 March 2019.
  3. ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. p. 1148. ISBN 9780857113382.
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. p. 1148. ISBN 9780857113382.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  7. "Dorzolamide Hydrochloride - Drug Usage Statistics". ClinCalc. Archived from the original on 23 May 2020. Retrieved 11 April 2020.