ହାଇଡ୍ରୋକୋଡୋନ

ଉଇକିପିଡ଼ିଆ‌ରୁ
ହାଇଡ୍ରୋକୋଡୋନ
Clinical data
Trade namesHysingla ER, Zohydro ER
SynonymsDihydrocodeinone, hydrocodone bitartrate
AHFS/Drugs.commonograph
MedlinePlusa601006
data
Pregnancy
category
  • US: C (Risk not ruled out)
Dependence
liability
High[୧]
Routes of
administration
Clinical: by mouth[୨]
Others: intranasal, rectal
ATC code
Legal status
Legal status
Pharmacokinetic data
BioavailabilityBy mouth: 70%[୪]
Protein bindingLow[୪][୫]
MetabolismLiver: CYP3A4 (major), CYP2D6 (minor)[୩]
MetabolitesNorhydrocodone[୩]
Hydromorphone[୩]
• Others[୩]
Onset of action10–20 minutes[୨]
Elimination half-lifeAverage: 3.8 hours[୬]
Range: 3.3–4.4 hours[୨]
Duration of action4–8 hours[୨]
ExcretionUrine[୭][୮]
Identifiers
  • 4,5α-epoxy-3-methoxy-17-methylmorphinan-6-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.004.304 Edit this at Wikidata
Chemical and physical data
FormulaC18H21NO3
Molar mass୨୯୯.୩୭ g·mol−1
3D model (JSmol)
  • O=C4[C@@H]5Oc1c2c(ccc1OC)C[C@H]3N(CC[C@]25[C@H]3CC4)C
  • InChI=1S/C18H21NO3/c1-19-8-7-18-11-4-5-13(20)17(18)22-16-14(21-2)6-3-10(15(16)18)9-12(11)19/h3,6,11-12,17H,4-5,7-9H2,1-2H3/t11-,12+,17-,18-/m0/s1 checkY
  • Key:LLPOLZWFYMWNKH-CMKMFDCUSA-N checkY
  (verify)

ହାଇଡ୍ରୋକୋଡୋନ (ଇଂରାଜୀ ଭାଷାରେ Hydrocodone) ବିକ୍ରୟ ନାମ ହାଇସିଙ୍ଗଲା, ଏକ ଅଫିମ ଜାତୀୟ ଔଷଧ ଯାହା ଦିର୍ଘକାଳୀନ ଅବ୍ୟକ୍ତ ଯନ୍ତ୍ରଣାର ଚିକିତ୍ସା ନିମନ୍ତ ବ୍ୟବହୃତ ହୁଏ, ଯଦି ଅନ୍ୟାନ୍ୟ ପଦକ୍ଷେପ ଯଥେଷ୍ଟ ନୁହେଁ | [୯] [୧୦] ଏହା ବୟସ୍କମାନଙ୍କଠାରେ କାଶ ଉପଶମକାରି ଭାବରେ ମଧ୍ୟ ବ୍ୟବହୃତ ହୁଏ | [୯] ଏହା ପାଟିରେ ଦିଆଯାଏ | [୯]ସାଧାରଣତଃ ଏହାକୁ ଆସେଟାମିନୋଫେନ/ ହାଇଡ୍ରୋକୋଡୋନ୍ କିମ୍ବା ଆଇବୁପ୍ରୋଫେନ/ ହାଇଡ୍ରୋକୋଡୋନ ମିଶ୍ରଣ ଭାବରେ ବିକ୍ରି କରାଯାଏ | [୯] [୧୧] ଏହା ଏକ ଦୀର୍ଘ ସମୟ ଧରି କାମ କରିବା ଔଷଧ ଅଟେ ।[୯]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ । [୯] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, କ୍ୟୁଟି ବିସ୍ତାର, ଶ୍ୱାସକ୍ରିୟା ଅବସାଦ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ଦେଖାଯାଇପାରେ । [୯] ଏହି ଔଷଧର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଓଏଡ ପ୍ରତ୍ୟାହାର ହୋଇପାରେ ।[୯] ଗର୍ଭଧାରଣ ସମୟରେ କିମ୍ବା ସ୍ତନ୍ୟପାନ କରାଇବା ସାଧାରଣତଃ ସୁପାରିଶ କରାଯାଏ ନାହିଁ | [୧୨] ମୁଖ୍ୟତ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଓପିଓଏଡ ରେସେପ୍ଟର ଗୁଡ଼ିକ ସକ୍ରିୟ କରି ହାଇଡ୍ରୋକୋଡୋନ କାର୍ଯ୍ୟ କରେ ବୋଲି ବିଶ୍ୱାସ କରାଯାଏ | [୯] ହାଇଡ୍ରୋକୋଡୋନ୍ ୧୦ ମିଗ୍ରା ପ୍ରାୟ ୧୦ ମିଗ୍ରା ପାଟିରେ ଦିଆଯାଉଥିବା ମର୍ଫିନ ସ‌ହିତ ସମାନ କାର୍ଯ୍ୟକ୍ଷମ | [୧୩]

ହାଇଡ୍ରୋକୋଡୋନ ୧୯୨୩ ମସିହାରେ ପେଟେଣ୍ଟ ହୋଇଥିଲା ଓ ୨୦୧୩ ମସିହାରେ ଆମେରିକାରେ ଦୀର୍ଘକାଳୀନ ଫର୍ମୁଲା ଭାବରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୯] [୧୪] ଆମେରିକାରେ ଏହାର ହୋଲସେଲ୍ ମୂଲ୍ୟ ଏକ ମାତ୍ରା ପ୍ରତି ପ୍ରାୟ ୧୦ରୁ ୩୦ ଡଲାର ୨୦୧୯ ମସିହାରେ ଥିଲା [୧୫] ଆମେରିକାରେ ଏହା ସବୁଠାରୁ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା ଓ ୨୦୧୦ ମସିହାର ପୃଥିବୀରରେ ବ୍ୟବ‌ହୃତ ୯୯% ଔଷଧ ଏଠାରେ ଗ୍ରାସ ହେଉଥିଲା ।[୧୬] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରର ୧୧୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଛଅ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା । [୧୭] [୧୮] ଏହା ଓପିଅମ ପ‌ପିରୁ କୋଡ଼ିନ ତିଆରି ହେବାପରେ ପରିବର୍ତ୍ତନ କରାଯାଇ ତିଆରି ହେଉଛି । [୧୯]

 

ଆଧାର[ସମ୍ପାଦନା]

  1. Bonewit-West, Kathy; Hunt, Sue A.; Applegate, Edith (2012). Today's Medical Assistant: Clinical and Administrative Procedures. Elsevier Health Sciences. p. 571. ISBN 9781455701506.
  2. ୨.୦ ୨.୧ ୨.୨ ୨.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; ElliottSmith2016 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ ୩.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; Zhou2016 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ Gary S. Firestein; Ralph Budd; Sherine E. Gabriel; Iain B. McInnes; James R. O'Dell (21 June 2016). Kelley and Firestein's Textbook of Rheumatology. Elsevier Health Sciences. pp. 1081–. ISBN 978-0-323-41494-4.
  5. Bruce A. Chabner; Dan L. Longo (8 November 2010). Cancer Chemotherapy and Biotherapy: Principles and Practice. Lippincott Williams & Wilkins. pp. 700–. ISBN 978-1-60547-431-1.
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; DavisGlare2005 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Martin H. Bluth (16 November 2016). Toxicology and Drug Testing, An Issue of Clinics in Laboratory Medicine, E-Book. Elsevier Health Sciences. pp. 85–. ISBN 978-0-323-47795-6.
  8. Howard S. Smith (21 February 2013). Opioid Therapy in the 21st Century. OUP USA. pp. 68–. ISBN 978-0-19-984497-5.
  9. ୯.୦୦ ୯.୦୧ ୯.୦୨ ୯.୦୩ ୯.୦୪ ୯.୦୫ ୯.୦୬ ୯.୦୭ ୯.୦୮ ୯.୦୯ "Hydrocodone Bitartrate Monograph for Professionals". Drugs.com. American Society of Health-System Pharmacists. Retrieved 15 April 2019.
  10. "Hydrocodone: MedlinePlus Drug Information". medlineplus.gov. Retrieved 15 April 2019.
  11. Briggs, Gerald G.; Freeman, Roger K.; Yaffe, Sumner J. (2011). Drugs in Pregnancy and Lactation: A Reference Guide to Fetal and Neonatal Risk. Lippincott Williams & Wilkins. p. 692. ISBN 9781608317080.
  12. "Hydrocodone Use During Pregnancy". Drugs.com. Retrieved 15 April 2019.
  13. "Opioid Dose Calculator". Agency Medical Directors' Group. Archived from the original on 10 February 2016. Retrieved 15 April 2019.
  14. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 526. ISBN 9783527607495.
  15. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  16. "Making Some Painkillers Harder to Get". The New York Times. 21 February 2013. Retrieved 15 April 2019.
  17. "The Top 300 of 2020". ClinCalc. Retrieved 11 April 2020.
  18. "Hydrocodone Bitartrate - Drug Usage Statistics". ClinCalc. Archived from the original on 11 April 2020. Retrieved 11 April 2020.
  19. Stoker, H. Stephen (2012). General, Organic, and Biological Chemistry. Cengage Learning. p. 567. ISBN 9781133711285.