ନବୀନ କୁମାର ପ୍ରଧାନ

ଉଇକିପିଡ଼ିଆ‌ରୁ
ନବୀନ କୁମାର ପ୍ରଧାନ
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଚିତ୍ତରଞ୍ଜନ କର
ପର ଅଧିକାରୀଯଦୁମଣି ପ୍ରଧାନ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-01-01)୧ ଜାନୁଆରୀ ୧୯୩୯
ମୃତ୍ୟୁ୩ ଜାନୁଆରୀ ୨୦୧୪(2014-01-03) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସମ୍ୟୁକ୍ତ ସମାଜବାଦୀ ପାର୍ଟି
ଜୀବନ ସାଥୀସୌକି ପ୍ରଧାନ
ବାପା/ବୋଉଅବଧୁତ ପ୍ରଧାନ (ବାପା‌)
ବୃତ୍ତିରାଜନୀତିଜ୍ଞ

ନବୀନ କୁମାର ପ୍ରଧାନ (୧ ଜାନୁଆରୀ ୧୯୩୯ - ୩ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ନବୀନ କୁମାର ପ୍ରଧାନ ୧୯୩୯ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅବଧୁତ ପ୍ରଧାନ ଏବଂ ପତ୍ନୀଙ୍କ ନାମ ସୌକି ପ୍ରଧାନ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନବୀନ କୁମାର ପ୍ରଧାନ ଓଡ଼ିଶା ରାଜନୀତିରେ ପ୍ରଥମେ ସମ୍ୟୁକ୍ତ ସମାଜବାଦୀ ପାର୍ଟିର ଏବଂ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ନବୀନ କୁମାର ପ୍ରଧାନ ୨୦୧୪ ମସିହାର ଜାନୁଆରୀ ୩ ତାରିଖରେ ୭୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Nabin Kumar Pradhan". odishaassembly.nic.in. Odisha Assembly. Retrieved 27 October 2021.