ସରୋଜକାନ୍ତ କାନୁନଗୋ

ଉଇକିପିଡ଼ିଆ‌ରୁ
ସରୋଜକାନ୍ତ କାନୁନଗୋ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଧୃବ ଚରଣ ସାହୁ
ପର ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁମାର୍ଚ୍ଚ ୪, ୧୯୮୮(୧୯୮୮-୦୩-୦୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଶାନ୍ତି କାନୁନଗୋ
ବାପା/ବୋଉରାଧାକାନ୍ତ କାନୁନଗୋ (ବାପା)
ବୃତ୍ତିରାଜନୀତିଜ୍ଞ

ସରୋଜକାନ୍ତ କାନୁନଗୋ (ମୃତ୍ୟୁ: ୪ ମାର୍ଚ୍ଚ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସରୋଜକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ସରୋଜକାନ୍ତ କାନୁନଗୋଙ୍କ ବାପାଙ୍କ ନାମ ରାଧାକାନ୍ତ କାନୁନଗୋ ଏବଂ ପତ୍ନୀଙ୍କ ନାମ ଶାନ୍ତି କାନୁନଗୋ ।[୧] ସରୋଜକାନ୍ତଙ୍କର ଶିକ୍ଷାଗ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ଥିଲା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସରୋଜକାନ୍ତ କାନୁନଗୋ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ[ସମ୍ପାଦନା]

ସରୋଜକାନ୍ତ କାନୁନଗୋ ୧୯୮୮ ମସିହାର ମାର୍ଚ୍ଚ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ୭ ମାର୍ଚ୍ଚ ୧୯୮୮ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Sarojakanta Kanungo". odishaassembly.nic.in. Odisha Assembly. Retrieved 26 December 2019.